ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସି ବି ଏ ସି ଦଶମ ଶ୍ରେଣୀ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲାପାଇଁ ଗର୍ବ ଏବଂ ଗୌରବ ଏସ ପି ପୁଲକିତ ବାରିକ

ଢେଙ୍କାନାଳ, କାମାକ୍ଷାନଗର 23/7/22 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଜନ୍ତାରିବୁଲୁ ଆଦର୍ଶ ବିଦ୍ୟାଳୟର ଛାତ୍ର ଏସ ପି ପୁଲକିତ ବାରିକ ଚଳିତ ସି ବି ଏସି ଇ ଦଶମ ଶ୍ରେଣୀ ପରୀକ୍ଷାରେ 97 ପ୍ରତିଶତ ମାର୍କ ହାସଲ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ମୋଟ 500 ମାର୍କରୁ 485 ମାର୍କ ରଖି ଢେଙ୍କାନାଳ ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଏସ ପି ପୁଲକିତଙ୍କ ପିତା ପ୍ରେମାନନ୍ଦ ବାରିକ ତଥା ପରିବାର ବହୁତ ଖୁସି ଅଛନ୍ତିl

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ରାଜ୍ୟରେ ଅଛି ୪୮ଟି ପଞ୍ଜିକୃତ ୱେବ୍ ଚ୍ୟାନେଲ : ମନ୍ତ୍ରୀ ପ୍ରଦୀପ ଅମାତ

Sunil Chandra Nayak

ସଚେତନ ନାଗରିକ ମଞ୍ଚ ର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା ଭୋଟ

Leave a Comment

error: Content is protected !!