ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଘର ଭୂଷଡ଼ିଲା, ମହିଳା ଆହତ

ଗୋଳାମୁଣ୍ଡା – : ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଡେସୁରୁଙ୍ଗ ଗ୍ରାଁ ରେ ଘଟିଛି ଏକ ଦୁଖଦ ଘଟଣା  ଚଳିତ ଲଗାଣ ବର୍ଷାରେ ଏକ ଗରିବ ଖଟିଖିଆ ପରିବାର ର ଘର   ଭାଙ୍ଗି ଯିବାରୁ ଘରେ ଥିବା ମହିଳା ଜଣକ ଗୁରୁତର ରୂପେ          ଆହାତ ହେଇଛନ୍ତି  , ତାଙ୍କ ନାମ ଅଂଚଳ ଅଘରିଆ  ବୋଲି ଜ଼ଣାପଡିଛି। ତାଙ୍କୁ ସ୍ଥାନୀୟ ସରପଂଚ ନାରାୟଣ ଅଘରିଆ ଖବର ପାଇ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ହସ୍ପିଟାଲ ନେଇ ଥିଲେ , ତାଙ୍କ ଦେହ ଗୁରୁତର ହେବେରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଲୟ ନେଇଥିବା ଜଣା ପଡ଼ିଛି।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ ଗଳ୍ପ ମୂର୍ଖ ପଣ୍ଡିତ

Sunil Chandra Nayak

ମାଳି ସମାଜ ବିକାଶ ପରିଷଦର ଜିଲ୍ଲାସ୍ତରୀୟ ବୈଠକ ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା 

Sunil Chandra Nayak

ଚାଷୀ ଙ୍କୁ ସରକାରୀ ସୁବିଧା ଉପଲବ୍ଧି ରେ ବାଧକ ଦୂର ପାଇଁ କ୍ୟାମ୍ପ ଓ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!