ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ତାଙ୍କୁ ସମ୍ବର୍ଦ୍ଧନା

  କୋଲନରା:(ମ ନି ସ) କୋଲନରା କ୍ଲଷ୍ଟର୍ ପକ୍ଷରୁ ବିରଞ୍ଚି ନାରାୟଣ ପଣ୍ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। କୋଲନରା କ୍ଲଷ୍ଟର୍ ସି.ଆର୍.ସି ଶ୍ରୀ ଦୀପକ କୁମାର ସାହୁଙ୍କ ତତ୍ତ୍ୱାବଧାନ ରେ ଏବଂ ଶିକ୍ଷକ ,ଶିକ୍ଷିକାଙ୍କ ସହଯୋଗ ରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ।ଶିକ୍ଷକ ତଥା ଉପସ୍ଥାପକ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ମଂଚ ପରିଚାଳନା ଓ ସଂଯୋଜନା କରି ଥିଲେ । ଶ୍ରୀ ବିରଞ୍ଚି ନାରାୟଣ ପଣ୍ତା ନିଜ ଗତ ଶିକ୍ଷକ ଜୀବନ ଉପରେ ଆଲୋକ ପାତ କରି ଥିବା ବେଳେ ସମବେତ ଶିକ୍ଷକ,ଶିକ୍ଷିକା ମାନେ ତାଙ୍କ ସ୍ମୃତି ଚାରଣ କରି ଥିଲେ ।

Related posts

ଥୁଆମୂଳ ରାମପୁର ବ୍ଳକର ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ପିସିଏମ କଲ୍ୟାଣ ଭବନ ପରିସରରେ ଅମୃତ ମହୋତ୍ସବ ସମାରୋହ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

Leave a Comment

error: Content is protected !!