ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଧୀନତା ସଂଗ୍ରାମୀ ତଥା ଅଞ୍ଚଳର ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ସ୍ଵର୍ଗତ ଅର୍ଜୁନ ପଟ୍ଟଯୋଶୀଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ପାଳିତ

ସ୍ଵାଧୀନତା ସଂଗ୍ରାମୀ ତଥା ଅଞ୍ଚଳର ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ସ୍ଵର୍ଗତ ଅର୍ଜୁନ ପଟ୍ଟଯୋଶୀଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ପାଳିତ

ସ୍ଵାଧୀନତା ସଂଗ୍ରାମୀ ତଥା ଅଞ୍ଚଳର ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ସ୍ଵର୍ଗତ ଅର୍ଜୁନ ପଟ୍ଟଯୋଶୀଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସ୍ଥାପିତ ସ୍ଵର୍ଗତ ଶ୍ରୀ ପଟ୍ଟଯୋଶୀ ଙ୍କ ପ୍ରତିମୂର୍ତ୍ତି ରେ ସ୍ଥାନୀୟ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ବିଷ୍ନୁ ପ୍ରସାଦ ଅଗ୍ରୱାଲ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ କରି ହାଇସ୍କୁଲ ଗଠନରେ ତାଙ୍କର ପ୍ରମୁଖ ଭୂମିକା ଓ ସର୍ବୋପରି ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କିତ ଆଲୋଚନା ଓ ସ୍ମୃତି ଚାରଣ କରିଥିଲେ l ତାଙ୍କର ସୁପୁତ୍ର ବରିଷ୍ଠ ଆଇନଜୀବୀ ଶ୍ରୀ ତୁଷାର ରଞ୍ଜନ ପାଟଯୋଷୀ ସମେତ ଆଇନଜୀବୀ ଶ୍ରୀ ପ୍ରେମଲାଲ ସାଗର, ସମାଜସେବୀ ଶ୍ରୀ ସୁରେଶ କୁମାର ଅଗ୍ରୱାଲ, ହାଇ ସ୍କୁଲ ର ପୂର୍ବତନ ଛାତ୍ର ଧରଣୀଧର ଧଙ୍ଗଡାମାଝୀ,ପ୍ରଧାନ ଶିକ୍ଷକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କିଞ୍ଜିରକେଲା ରେ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ 

ମହିଳା କଲ୍ୟାଣକାରୀ ସୁଭଦ୍ରା ଯୋଜନା ଲୋକାର୍ପଣ ଶୁଭ ଅବସରରେ ରାଇରଙ୍ଗପୁର ବ୍ଲକ ରେ ଆୟୋଜିତ ହେଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ 

masiha

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ।

Sunil Chandra Nayak

Leave a Comment

error: Content is protected !!