ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋନ୍ଥା ଵାତ୍ଯାରେ ଓଷାଦେଵୀ ଛାତ୍ରୀନିବାସ ପାଚେରୀ ଭୁଷୁଡିବା ଏଵଂଛାତ୍ରୀ ଅସୁରକ୍ଷିତ ନେଇ ରାମଦୋଳି ଯୁବକ ସଂଘର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଦାବି ! ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାପାଳ

ମୋନ୍ଥା ଵାତ୍ଯାରେ ଓଷାଦେଵୀ ଛାତ୍ରୀନିବାସ ପାଚେରୀ ଭୁଷୁଡିବା ଏଵଂଛାତ୍ରୀ ଅସୁରକ୍ଷିତ ନେଇ ରାମଦୋଳି ଯୁବକ ସଂଘର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଦାବି ! ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାପାଳ

ମୟୂରଭଂଜ- ୧୮/୧୧ — ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ମାଣିକପୁର ପଂଚାୟତ ର ଓଷାଦେବୀ ହାଇସ୍କୁଲର ଛାତ୍ରୀ ନିବାସ ପାଚେରୀ‘ମୋନ୍ଥା’ପ୍ରଭାବ ରେ ଭାଙ୍ଗିଥିଲା l ଏହି ଛାତ୍ରୀ ନିବାସ ରେ ୧୦୦ ଛାତ୍ରୀ ରୁହନ୍ତି l ପାଚେରୀ ଭାଙ୍ଗିଯିବା ଫଳ ଅସୁରକ୍ଷିତ ମନେ କରୁଥିଲେ l ରାତିରେ ଏହି ଅଂଚଳ ରେ ହାତୀ ର ଭୟ ରହୁଛି ଏବଂ ଅସାମାଜିକ ଲୋକ ମାନଙ୍କ ପ୍ରତି ଡର ରହୁଥିଲା lଏହି ବିଷୟରେ ରେ ରାମଦୋଳି ଯୁବକ ସଂଘ ରାଇରଙ୍ଗପୁର ଉପଜିଲ୍ଲାପାଳ କକ୍ଷ ରେ ଉପଖଣ୍ଡ ସ୍ତରୀୟ ଜଣଶୁଣାଣି ରେ ଜିଲ୍ଲାପାଳ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା l ସରକାର ର ଚେତା ପଶିଲା ଆଜି ପାଚେରୀ କାର୍ଯ୍ୟ ଆରମ୍ଭ ହେଲା l

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ ବିଶ୍ୱ ଅର୍ଥନୀତିର ବିକାଶରେ ବାଣିଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ

Sunil Chandra Nayak

Leave a Comment

error: Content is protected !!