ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପ୍ରାଣ ମହିଳାଙ୍କ ପରଲୋକ

ଧର୍ମ ପ୍ରାଣ ମହିଳାଙ୍କ ପରଲୋକ

ସ୍ଵର୍ଗତ ଲଡୁ କିଶୋର ମୁନି ଙ୍କ ଧର୍ମ ପତ୍ନୀ କାଞ୍ଚନ ଦେବୀ ଆଜି ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥଲା।  

ବାର୍ଦ୍ଧକ୍ୟ ଜନିତ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ସେ ତାଙ୍କର ମଧ୍ୟମ ପୁତ୍ର ସରକାରୀ ଓକିଲ ରାଜେନ୍ଦ୍ର ମୁନିଙ୍କ ଜଗନ୍ନାଥପଡ଼ା ସ୍ଥିତ ବାସ ଭବନ ରେ ରହୁଥିବା ବେଳେ ଆଜି ୧ ଘଣ୍ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡ଼ ପୁଅ ସୁରେନ୍ଦ୍ର ମୁନି, ସାନ ପୁଅ ମହେନ୍ଦ୍ର ମୁନି, ପୁତ୍ରବଧୁ,ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସେ ଜଣେ ଧର୍ମ ପ୍ରାଣ ମହିଳା ଥିଲେ। ତାଙ୍କର ବିୟୋଗରେ ସହରରେ ଶୋକର ଛାୟା ଖେଳି ଯାଇଛି।

ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ମଝିଆ ପୁଅ ରାଜେନ୍ଦ୍ର ମୁନି ମୁଖାଗ୍ନି ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦଘାଟନ

masiha

ତୁଳସୀ କ୍ଷେତ୍ର ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଫୁଲୱାମା ସହିଦ୍ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ

masiha

ଜଳ ଓ ପରିମକ ବିଭାଗର କୁମ୍ଭକର୍ଣ ନିଦ୍ରା ଭାଙ୍ଗୁନି:ରାସ୍ତାରେ ପାଣି ଭାସି ରାସ୍ତା ଖରାପ ହେଉଛି:ଦେଖିବାକୁ କିଏ ନାହିଁ

Sunil Chandra Nayak

Leave a Comment

error: Content is protected !!