ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଞ୍ଜୁକ୍ତା ସେବା ନିକେତନ ତରଫରୁ ଅସହାୟତାକୁ ସେବା କାର୍ଯ୍ୟକ୍ରମ

ସଞ୍ଜୁକ୍ତା ସେବା ନିକେତନ ତରଫରୁ ଅସହାୟତାକୁ ସେବା କାର୍ଯ୍ୟକ୍ରମ

ବଡ଼ବିଲ ସହରର ମହିଳା ମାନେ ଏକ ସଞ୍ଜୁକ୍ତା ସମାଜ ସେବୀ ନାମରେ ଏକ ସଂସ୍ଥା ପକ୍ଷରୁ ଅସହାୟତାକୁ କେମିତି ସହାୟତା ପାଇ ପାରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ କେନ୍ଦୁଝର ଜିଲ୍ଲାର ସେବା ସଙ୍ଗମ୍ – ସଞ୍ଜୁକ୍ତା ସେବା ନିକେତନ ନିରନ୍ତର ଭାବରେ ସମାଜ ପାଇଁ ଉଦ୍ୟମ କରୁଛି। ସମାଜର ପ୍ରତ୍ୟେକ ସମାଜକୁ ସେବା ଦେବା ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି। 

ଏହି ଧାରାକୁ ଅଗ୍ରସର କରି, ଆଜି ବଡ଼ବିଲ ସଞ୍ଜୁକଟା ସମାଜ ସେବୀ ପୁରା ବଡ଼ ଆଗରେ ଏକ ବିଶେଷ ସେବା କାର୍ଯ୍ୟକର୍ମ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକର୍ମର ଲକ୍ଷ୍ୟ ହେଉଛି ଗ୍ରାମ ଓ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସମାଜିକ ଏକତା ଓ ସଂଘବଦ୍ଧତାକୁ ଶକ୍ତିଶାଳୀ କରିବା ନିରାଶ୍ରୟ, ଜରୁରୀକାଳୀନ ଅସହାୟଙ୍କୁ ସାହାଯ୍ୟ କରିବା ଏବଂ ସେବା ହେଉଛି ଏକ ଧର୍ମ ଓ ବିଶ୍ବାସକୁ ବୋଲି ଉପସ୍ଥିତ ଥିବା ସମସ୍ତଙ୍କୁ ଆଲୋକପାତ କରିଥିଲେ ।ଏଥିରେ ଯୁବଗୋଷ୍ଠୀ ଓ ମହିଳାଙ୍କର ସମାଜସେବୀ ଭୂମିକାକୁ ଗୁଡିକ ଉପରେ ହାତ ବଢ଼ାଇ ସେମାନେ କେମିତି ଆମ ସଂସ୍ଥା ପକ୍ଷରୁ ସମସ୍ତ ସେବା ପ୍ରଦାନ ପାଇବେ ଏହାହିଁ ସଞ୍ଜୁକ୍ତା ସେବା ନିକେତନ ତରଫରୁ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକର୍ମରେ ଗ୍ରାମର ବରିଷ୍ଠ ନାଗରିକ, ସ୍ଥାନୀୟ ଯୁବକ-ଯୁବତୀ ଓ ମହିଳା ମାନଙ୍କର ଉତ୍ସାହ ଓ ସହଭାଗୀତା ହୋଇ ଥିବା ଦେଖିବାକୁ ମିଳିଥିଲା।ସେବା ନିକେତନ ସଦସ୍ୟମାନଙ୍କ କହିବା ଅନୁସାରେ ଗ୍ରାମର ଉନ୍ନତିକରଣ ନେଇ କାମ କରିବା ହେଉଛି ଆମର କର୍ତ୍ତବ୍ୟ ବୋଲି ସମସ୍ତଙ୍କୁ ସୂଚାଇ ଦେଇଛନ୍ତି। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଗୁଡାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା , ତୀର୍ଥଯାତ୍ରୀ ଗାଡିକୁ ପତାକା ଦେଖାଇ ଶୁଭରମ୍ଭ କଲେ ମାନ୍ୟବର ମାନ୍ତ୍ରୀ

Sunil Chandra Nayak

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

Sunil Chandra Nayak

Leave a Comment

error: Content is protected !!