ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ବାଣିଜ୍ୟ ମେଳାରେ ସାଂସ୍କୃତିକ କାର୍ଯକ୍ରମ ଓ ସମ୍ବର୍ଧନା ସଭା 

୪୨ ମୌଜା ବାଣିଜ୍ୟ ମେଳାରେ ସାଂସ୍କୃତିକ କାର୍ଯକ୍ରମ ଓ ସମ୍ବର୍ଧନା ସଭା 

କଟକ : ୪୨ ମୌଜା ବାଣିଜ୍ୟ ମେଳା – ୨୦୨୫ ଓ ମୀନ ବଜାରରେ ସାଂସ୍କୃତିକ ଓ ସମ୍ବର୍ଧନା ସଭା ଚଳିତ ନଭେମ୍ୱର ମାସ ସତର ତାରିଖରୁ ଆରଂଭ ହୋଇ ସତେଇଶ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି । କଳପଡ଼ା ଗ୍ରାମ୍ୟ କମିଟି,ଶ୍ରୀ ଶ୍ରୀ ଗୋପୀନାଥ ପୂଜାକମିଟି,ଗଜଲକ୍ଷ୍ମୀ ପୂଜା କମିଟି ମିଳିତ ସହଯୋଗରେ ୪୨ ମୌଜାରେ ଏପରି ଶୋଭାନୀୟ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରଯାଇଛି । ଏହି ମେଳାରେ  ସଭାପତି ସଚ୍ଚିକାନ୍ତ ବେଉରା, ଉପ ସଭାପତି ଦେଵୀ ପ୍ରସାଦ ପତି, ସମ୍ପାଦକ ଜୟନ୍ତ କୁମାର ପତି, ସହ ସଂପାଦକ ଦିଲୀପ କୁମାର ପତି  କୋଷାଧ୍ୟକ୍ଷ ତ୍ରିଲୋଚନ ପତି (ହରିଆ ଭାଇନା),ସହ କୋଷାଧ୍ୟକ୍ଷ ଲକ୍ଷ୍ମୀଧର ପତି, ସଂଯୋଜକ ତ୍ରିଲୋଚନ ପତି (ଡୁଗା), ସହ ସଂଯୋଜକ ଆଶିଷ ପତି,ଉତ୍ସବ ସମ୍ପାଦକ ଶ୍ୟାମ ସୁନ୍ଦର ପତି ଉତ୍ସବ ସହ ସଂପାଦକ ସମ୍ପଦ କୁମାର ପତି,ସାଂସ୍କୃତିକ ସମ୍ପାଦକ ବିଜୟ କୁମାର ପତି,ସାଂସ୍କୃତିକ ସହ ସଂପାଦକ ଚିତ୍ତରଞ୍ଜନ ପତି ଏବଂ ସ୍ଥାନୀୟ ବାସିନ୍ଦା ପ୍ରମୁଖ ପରିଚାଳନା କହୁଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କାଳ ବୈଶାଖିର ତାଣ୍ଡବ,ଜଣକ ଘର ଭାଙ୍ଗିଲା

ବିକାଶ ଆବାସିକ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

masiha

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କୀତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ 

masiha

Leave a Comment

error: Content is protected !!