ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପତ୍ନୀ ହତ୍ୟା କାରୀ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ 

ନୂଆପଡା : ପତ୍ନୀ ହତ୍ୟା କାରୀ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ । ଘଟଣାରୁ ପ୍ରକାଶ ଯେ କୌଣସି କାରଣକୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିବା ବେଳେ   ୨୦୧୯ ମସିହା ମେ ୫ ତାରିଖରେ ଝଗଡା ଉଗ୍ର ରୂପ ନେଇଥିଲା ସେତେବେଳେ ସ୍ୱାମୀ ମୋତିଲାଲ ଛତ୍ରୀଆ ସ୍ତ୍ରୀ ବସନ୍ତିଙ୍କୁ ଟାଙ୍ଗିଆରେ ନିର୍ମମ ଭାବରେ ହାଣି ହତ୍ୟା କରିଥିଲା । ଏହି ପତ୍ନୀ ହତ୍ଯା କାରୀ ମୋତିଲାଲର ଶୁଣାଣି କରି ନୂଆପଡା ଦୌରା ଜର୍ଜ ସମସ୍ତ ପ୍ରକାର ପ୍ରମାଣକୁ ଭିତ୍ତି  କରି ଶନିବାର ନିଜ ରାୟ ଶୁଣାଇ ପତ୍ନୀ ହତ୍ୟା କାରୀ ମୋତିଲାଲ ଛାତ୍ରୀଆ ଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୯ ମସିହାରେ ଏହି ଘଟଣା ତଦନ୍ତ କରି ଏସଆଇ ଜିତୁ ମୋହନ ବେଶ୍ରା ଦାୟିତ୍ୱ ରେ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଶ୍ୱ ଆଦିବାସୀ ଦିବସ ପାଳିତ

Sunil Chandra Nayak

ଫୋନ ମାଧ୍ୟମରେ ଚାକିରୀ ଲୋଭ ଦେଖାଇ ଯୁବତୀ ଚାଲାଣ !

Sunil Chandra Nayak

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ନର୍ଲାରେ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!