ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶୋକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶୋକ 

କଟକ : ଜଗତସିଂହପୁର ୨୨ ମୌଜା ଚାଶୀଖଣ୍ଡ ଗ୍ରାମର ମୂଳ ବାସିନ୍ଦା ନବଦଶକରେ ୪୨ ମୌଜା ଦଧିବାମନପୁରରେ ସ୍ଥାୟୀ ବାସିନ୍ଦା ଭାବେ ବସବାସ କରୁଥିବା ଆଦର୍ଶ ଶିକ୍ଷକ,ବିଶିଷ୍ଟ କବି ଲେଖକ,ପ୍ରଚଣ୍ଡ ପ୍ରତିଭାର ଅଧିକାରୀ,ସମ୍ମାନସ୍ପଦ ଶ୍ୟାମ ସୁନ୍ଦର ଦାସଙ୍କ ଦେହାନ୍ତରେ ୪୨ ମୌଜା ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟପୂଜା ଗୃହରେ ଉପଦେଷ୍ଟା ଶରତ କୁମାର ରାୟ, ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ,ସାଧାରଣ ସଂପାଦକ ବରିଷ୍ଟ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି,ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ ଏବଂ ଛାତ୍ରଛାତ୍ରୀ ଶୋକ ପାଳିତ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

Sunil Chandra Nayak

ରାଜପୁରରେ ଡୋକରି ଦେବୀ ଓ ବୁଢା ରଜା ଙ୍କ ଝାମୁଯାତ୍ରା ଓ ଦଶହରା ସହ କୁମାରୋତ୍ସବ ଅନୁଷ୍ଠିତ 

masiha

ଜନ ବିରିଧି କାର୍ଯ୍ୟକୁ ନିନ୍ଦା କରି ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର 

masiha

Leave a Comment

error: Content is protected !!