ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହ ବନ୍ଧନ ହେଲା ସାତ ପର , ବିବାହ ର ତିନି ବର୍ଷ ନ ହେଉଣୁ ଶିଶୁ ପୁତ୍ର ସହ ଖେଳନା ବାପା ଙ୍କ ଘରେ 

ବିବାହ ବନ୍ଧନ ହେଲା ସାତ ପର , ବିବାହ ର ତିନି ବର୍ଷ ନ ହେଉଣୁ ଶିଶୁ ପୁତ୍ର ସହ ଖେଳନା ବାପା ଙ୍କ ଘରେ 

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ର ନାରାୟଣ ମାଝୀ ଙ୍କ ତୃତୀୟା କନ୍ୟା ଖେଳନା ମାଝୀ ଙ୍କୁ ବୈବାହିକ ରୀତି ନୀତି ତଥା ବାଙ୍କୀ ରାଜପୁତ ସମାଜ ର ଵିଧି ବିଧାନ ସହ ୫/୩/୨୦୨୩ ଦିନ ରଣମାଲ ସ୍ଥିତ ଗୌରାଙ୍ଗ ବିଶ୍ୱାଳ ଙ୍କ ପୁତ୍ର ନବୀନ ବିଶ୍ୱାଳ ଙ୍କ ସହିତ ବିବାହ କରାଯାଇ ଥିଲା! ତାଙ୍କର ଗୋଟିଏ ଦୁଇ ବର୍ଷ ର ସନ୍ତାନ ଟିଏ ମଧ୍ୟ ଅଛି ହେଲେ ତିନି ବର୍ଷ ନ ପୂରୁଣୁ ଭାଙ୍ଗି ଗଲା ତାଙ୍କ ସଂସାର ସ୍ୱାମୀ ସ୍ତ୍ରୀ ହୋଇଗଲେ ଅଲଗ ଅଲଗ ¡ଏହି ଘଟଣା କୁ ଆଧାର କରି କଳମପୁର ଥାନା ରେ ଖେଳନା ମାଝୀ କେସ ଦେଲା ପରେ ଏସ : ଆଇ ଶ୍ରୀ ମହାନ୍ତି ଉଭୟ କୁଲ କୁ ବୁଝା ସୁଝା କଲା ପରେ ମଧ୍ୟ ଅଶାନ୍ତି ତେଜିବା ରେ ଲାଗିବା କାରଣ ରୁ ଜୈତୁକ ବାବଦକୁ ଦେଇଥିବା ସାମଗ୍ରୀ କନ୍ୟା ପିତା ଙ୍କ ଘରକୁ ଫେରସ୍ତ କରିଦିଆଯାଇଥିଲା ବର୍ତ୍ତମାନ ଝିଅ ବାପା ଙ୍କ ଘରେ ରହୁଥିବା ବେଳେ ସେ ଚଲିବେ କେମିତି ଶିଶୁର ଯତ୍ନ ନେବେ କି ପରି ଏହା ଏବେ ବଡ଼ ପ୍ରଶ୍ନ ସାଜିଥିବା ବେଳେ ଶିଶୁର ରକ୍ଷଣାବେକ୍ଷଣା ବାବଦକୁ ମାସିକ ସହାୟତା ଶିଶୁଙ୍କ ବାପା ଘରେ ପ୍ରଦାନ ପାଇଁ ଦାବୀ ଜଣାଇଛନ୍ତି ଖେଳନା ! 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ଚୋରି

masiha

ଓଡିଶା ପୋଲିସ ଦ୍ୱାରା ବଡ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ. , ମାଷ୍ଟରମାଇଣ୍ଡ ଦୁବାଇରୁ କାମ କରୁଥିଲା

masiha

ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!