ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିମିନଇ ଗ୍ରାମରେ ଜଳିଗଲା କାର , କାରଣ ଅସ୍ପଷ୍ଟ

ସିମିନଇ ଗ୍ରାମରେ ଜଳିଗଲା କାର , କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ସଦର ଥାନା ସିମିନଇ ଗ୍ରାମରେ ଆଜି ସକାଳେ କୌଣସି କାରଣରୁ ଏକ କାର ଜଳି ଯାଇଥିବାର ଜଣାପଡିଛି । କାରଟି ଜଳିଯିବାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ କାରଟି ସଂପୁର୍ଣ୍ଣ ପୋଡିଯାଇଥିଲା । କିନ୍ତୁ କୌଣସି ଲୋକଙ୍କର କିଛି କ୍ଷୟକ୍ଷତି ହୋଇନାହିଁ । ପୋଲିସର ତଦନ୍ତ ପରେ ପକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସକାଳ ୭ଟା ୨୫ରେ ସୂଚନା ଦେଇଛନ୍ତି।

ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ବାବୁ ଯୁଗ ଯୁଗ ପାଇଁ ମନେ ରହିବେ

Sunil Chandra Nayak

ଅବୁଜବାହାଲ ମିନମାଚ ପାହାଡ଼ରେ ବେଆଇନ ବ୍ଲାଷ୍ଟିଙ୍ଗ୍: ପ୍ରଶାସନର ଦ୍ଵାରସ୍ଥ ହେଲେ ଗ୍ରାମବାସୀ, କାମ ସ୍ଥଗିତ ପାଇଁ DDM ଙ୍କ ନିର୍ଦ୍ଦେଶ

Leave a Comment

error: Content is protected !!