ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ସମାଜସେବୀଙ୍କ ପରଲୋକ 

ଯୁବ ସମାଜସେବୀଙ୍କ ପରଲୋକ 

କଟକ,୨୧।୧ : କଟକ ସଦର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ପଞ୍ଚାୟତର ତଇଲିପଡା ଗ୍ରାମର ମା’ ବୁଢୀ ଜାଗୁଳାଇ କ୍ଲବର ଅଗ୍ରୀମ ସଦସ୍ୟ ଯୁବ ସମାଜସେବୀ ଲକ୍ଷ୍ମୀଧର ଦାସ (ମୁନୁ) ୨୪ ବର୍ଷ ବୟସରେ ପରଲୋକ ଗମନ ଘଟିଛି । ସେ ବିଗତ କିଛି ଦିନ ହେବ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ମୃତ୍ଯୁବରଣ କରିଛନ୍ତି । ମା’ ବୁଢୀ ଜାଗୁଳାଇ କ୍ଲବର ସଭାପତି ଯଶୋବନ୍ତ ମହାପାତ୍ର,ଉପ ସଭାପତି ସମୀର ରଞ୍ଜନ ସ୍ଵାଇଁ,କୋଷାଧକ୍ଷ ଶିତିକାନ୍ତ ମହାପାତ୍ର,ସୁଶାନ୍ତ ମହାପାତ୍ର ଓ ସମସ୍ତ ପୂଜା କମିଟି ସମସ୍ତ ସଭ୍ୟ ମାନେ ଶୋକ ପ୍ରକାଶ କରିଛନ୍ତି । 

( ଶ୍ରୀକାନ୍ତ ବେଉରା )

Related posts

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ବାଞ୍ଛାନିଧି ମହାନ୍ତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଜିଲା ସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ 

masiha

ଦାଦନ ଖଟିବାକୁ ଯାଇ ଅସୁବିଧା ରେ ଥିବା ୧୭ ଓଡ଼ିଆ ଶ୍ରମିକଙ୍କୁ ଲାଓସରୁ ଫେରାଇ ଆଣିଲେ ଲୋକସଭା ପ୍ରାଥୀ ବୈଜୟନ୍ତ ପଣ୍ଡା

masiha

Leave a Comment

error: Content is protected !!