ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ନୁର୍ତନ ଅଞ୍ଚଳ କମିଟି ଚୟନ ପ୍ରକ୍ରିୟା ସମାବେଶ 

ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ନୁର୍ତନ ଅଞ୍ଚଳ କମିଟି ଚୟନ ପ୍ରକ୍ରିୟା ସମାବେଶ 

କଣ୍ଟାବାଞ୍ଜି:ବଲାଙ୍ଗୀର ଜିଲ୍ଲା ଅନ୍ତଗତ ତୁରେକେଲା ବ୍ଲକ ଅଧିନ୍ୟସ ଟିକ୍ରାପଡା ଗ୍ରାମରେ ଆଜିତାରିଖ ରବିବାର ଦିନ ଟିକ୍ରାପଡା ଗ୍ରାମର ସାଇ ମମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦ ଆନୁକୂଲ୍ୟରେ ସକାଳ ୧୦ଘଣ୍ଟା ସମୟରେ ଗ୍ରାମ ପରିକ୍ରମା ୧୧ ଘଣ୍ଟା ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବାବା କୋଶଳେଶ୍ୱର ଙ୍କ ପୂଜାର୍ଚନା ହୋଇଥିଲା ୧୨ ଘଣ୍ଟା. ସମୟ ରେ ଅତିଥି ମାନଙ୍କୁ ସ୍ୱାଗତ ସମର୍ଦ୍ଧନା ଏବଂ ସମର୍ଦ୍ଧନା ପରେ ଅତିଥି ମାନଙ୍କ ଅଭି ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ ଏହି,କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ ମୁଖ୍ୟ ଅତିଥି କୋଶଳେଶ୍ୱର ମାଲିସମାଜ ବିକାଶ. ପରିଷଦ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାର୍ତ୍ତିକ ପୁଟେଲ ସମ୍ମାନୀୟ ଅତିଥି ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ସୁବାଷ ପୁଟେଲ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ମକୁନ୍ଦ ପୁଟେଲ ଜିଲ୍ଲା ଯୁବ ସଂଘ ସଭାପତି ଶ୍ରୀଯୁକ୍ତ ରାଜୁ ପୁଟେଲ କଣ୍ଟାବାଞ୍ଜି ଅଞ୍ଚଳ ସମ୍ପାଦକ ଶ୍ରୀଯୁକ୍ତ ପ୍ରମାନନ୍ଦ ପୁଟେଲ ବଙ୍ଗୋମୁଣ୍ଡା ଅଞ୍ଚଳ ସଭାପତି ପହଲେଶ୍ୱର ପୁଟେଲ ସହ ସମ୍ପାଦକ ଶ୍ରୀଯୁକ୍ତ ଗଦନ ପୁଟେଲ ଯୁଗୀମୁଣ୍ଡା ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ନାରାୟଣ ପୁଟେଲ ଚଟୁଅନଙ୍କା ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ବାଳକୃଷ୍ଣ ପୁଟେଲ ଗନ୍ଧାରବନ୍ଦ ଅଞ୍ଚଳ ସଭାପତି ଏହି ନୁର୍ତନ ଚୟନ ପ୍ରକ୍ରିୟା ଏହି ଅତିଥି ମାନେଯୋଗ ଦେଇ ପରିଚାଳନା କରି ଏବଂ ସର୍ବ ସନ୍ନମିତିକ୍ରମେ ଗଠନ ହୋଇଥିଲା ଶ୍ରୀ ଶ୍ରୀ କୋଶଳେଶ୍ୱର ମାଲିସମାଜ ଟିକ୍ରାପଡା ଅଞ୍ଚଳ କମିଟି ଚୟନ ହୋଇଥିଲା ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ପୁଟେଲ ସମ୍ପାଦକ ଶ୍ରୀଯୁକ୍ତ ଲୁଚନ ପୁଟେଲ ଉପ ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣି ପୁଟେଲ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶଙ୍କର ପୁଟେଲ ସହ ସମ୍ପାଦିକା ଶ୍ରୀମତୀ ଧନଦେଇ ପୁଟେଲ କୋଷଦକ୍ଷ ଶ୍ରୀଯୁକ୍ତ ମୁକେଶ ପୁଟେଲ ସମୀକ୍ଷକ ଶ୍ରୀଯୁକ୍ତ ଅମିଳ ପୁଟେଲ ସଂଯୋଜକ ଶ୍ରୀଯୁକ୍ତ ରତ୍ନାକର ପୁଟେଲ ଏହି ବ୍ୟକ୍ତି ମାନେ ନୁର୍ତନ କମିଟି ବୃନ୍ଦ ଏମାନଙ୍କର ଶାନ୍ତି ଶଙ୍ଖୁଳାରେ ଶପଥ ପାଠ ହୋଇଥିଲା ଏହିକାର୍ଯକ୍ରମ ରେ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସମର୍ଦ୍ଧନା ଦେଇଥିଲେ ବିଶିଷ୍ଟ ସମାଜ ସେବି ସ୍ବର୍ଗତ ମାନଙ୍କର ସୁପୁତ୍ର ମାନଙ୍କୁ ସମ୍ମାନ ଦିଆଯାଇଥିଲା ମହଖଣ୍ଡ ଓ ଟିକ୍ରାପଡା ଗ୍ରାମ କମିଟି ଉପସ୍ଥିତ ବୃନ୍ଦ ଶ୍ରୀଯୁକ୍ତ ବିଶେଶ୍ୱର ପୁଟେଲ ଶ୍ରୀଯୁକ୍ତ ପୁରନ୍ଦର ପୁଟେଲ ଶ୍ରୀଯୁକ୍ତ ହୃଦେଶ୍ୱର ପୁଟେଲ ଶ୍ରୀଯୁକ୍ତ ରାମଲାଲ ପୁଟେଲ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ପୁଟେଲ ଶ୍ରୀଯୁକ୍ତ ଚମ୍ପେଶ୍ୱର ପୁଟେଲ ଶ୍ରୀଯୁକ୍ତ ବିଦ୍ୟାଧର ପୁଟେଲ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ପୁଟେଲ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ପୁଟେଲ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଅମରବିଳାସ ପୁଟେଲ ଶେଷରେ ଶ୍ରୀ ଅମିଳ ପୁଟେଲ ଧନ୍ୟବାଦ ଜଣାଇ ସଭାକୁ ସାଙ୍ଗ କରିଥିଲେ। 

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

Sunil Chandra Nayak

ଇଣ୍ଟରନ୍ୟାସନାଲ ହ୍ଯୁମାନ ରାଇଟସ୍ କାଉନସିଲ୍ ଦ୍ବାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା

masiha

ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ 

masiha

Leave a Comment

error: Content is protected !!