ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ସମ୍ବର୍ଧନା ପ୍ରଦାନ 

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ସମ୍ବର୍ଧନା ପ୍ରଦାନ 

କଟକ : ସାମାଜିକ ସଂଗଠନ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ(ଓଆରଏସ) କିଶନନଗର ଥାନା ଉପକଣ୍ଠ ସିର୍ଲୋ ଶାଖା ତରଫରୁ ସଂଘ ବରେଣ୍ୟ ସଭାପତି ବିଶିଷ୍ଟ ଗବେଷକ,ଯୁବ ସଙ୍ଗଠକ ଇଂ.ଗିରିଜା ଶଙ୍କର ପତିଙ୍କୁ ସମ୍ବର୍ଧନା ପ୍ରଦାନ କରା ଯାଇଛି । ଏହି ସ୍ବାଗତ ସମ୍ବର୍ଧନା ସଭାରେ ସଂଘ କାର୍ଯ୍ୟକର୍ତ୍ତା କୃଷକ ନେତା ଦେବୀ ପ୍ରସାଦ ପତି,ମନୋଜ ଦାସ,ତପନ ନାୟକ,ବୈଷ୍ଣମ ଗାୟା,ସଞ୍ଜୟ ସେଠୀ,ଚନ୍ଦନ ସେନା ପତି,ବେଣୁଧର ଭୋଇ,ଦୁଲାଲ ଭୋଇ,କୈଳାସ ପ୍ରଧାନ,ଗୁରୁଚରଣ ପରିଡ଼ା,ସୁଧାକର ମାଦେଳି,ରଞ୍ଜନ ଚକ୍ରବତୀ,ଗଗନ ଭୋଇ,ଦିବାକର ଭୋଇ,ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାରିପଦା ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସାମ୍ବାଦିକଙ୍କ ପିତୃ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

Sunil Chandra Nayak

ଓମ୍ବାଡସି ଓଏସ୍‌ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବିଭିନ୍ନ ପାଠାଗାରର ନିରୀକ୍ଷଣ ଏବଂ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!