ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୧୭ ମାଟ୍ରିକ ବ୍ୟାଚର ବନ୍ଧୁ ପାଇଁ ଦିନଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ 

୨୦୧୭ ମାଟ୍ରିକ ବ୍ୟାଚର ବନ୍ଧୁ ପାଇଁ ଦିନଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ 

କଟକ : କଟକ ଜିଲ୍ଲା କିଶନନଗର ଥାନା ସୁଦ୍ଧଖଣ୍ଡ ପଞ୍ଚାୟତ ଅନ୍ତର୍ଗତ ସୁରେନ୍ଦ୍ରନାଥ ବିଦ୍ୟାପୀଠ ୨୦୧୭ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ପର୍ବ ”ବନ୍ଧୁ ପାଇଁ ଦିନଟିଏ” କାର୍ଯ୍ଯକ୍ରମ ରଟିଲୋ ପଞ୍ଚାୟତ ହରିପୁର ମହାନଦୀ ତଟରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ପର୍ବରେ ହିମାଂଶୁ ସାହୁ,ସ୍ବଦେଶ ସାହୁ,ଭରତ ସାମଲ,ବିଶ୍ୱଜିତ ସାହୁ,ଗୋବିନ୍ଦ ଚନ୍ଦ୍ର ସାହୁ,ନିଗମାନନ୍ଦ ରାଉତରାୟ,ରଶ୍ମି ରଂଜନ ବେହେରା,ବିନୋଦ ବେହେରା,ଅଜିତ କୁମାର ସାହୁ,ବିଶ୍ୱଜିତ ନାୟକ,ଆଦିତ୍ୟ ସେଠୀ,ଅଂଶୁମାନ ବସ୍ତିଆ,ଶୁଭମ ସତ୍ୟ ସାମନ୍ତରାୟ, ସତ୍ୟବ୍ରତ ସ୍ଵାଇଁ,ଚିନ୍ମୟୀ ଲେଙ୍କା,ସ୍ମିତା ପରମିତା ଚଇନି,ସଂଧ୍ୟା ପରମିତା ଚଇନି ଆଦି ଉପସ୍ଥିତ ଥିଲେ 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଛତ୍ତିଶଗଡ଼ ର ହାତୀପଲ ଓଡ଼ିଶା ରେ ପଶି ମକା ଫସଲ କଲା ନଷ୍ଟ 

masiha

ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଳଦୂଆକୁ ଧ୍ଵଂସ କରିବା ବନ୍ଦ କର – ଏ ଆଇ ଡି ଏସ୍ ଓ

Sunil Chandra Nayak

୧– ନାରାୟଣ ପାଟଣା ଗସ୍ତରେ କୋରାପୁଟ ଜିଲ୍ଲାପାଳ ,୨– ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ ଚାଳକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!