ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଭାର୍ଚୁଆଲ ମୋଡରେ ରାଇରଙ୍ଗପୁର ଉପ ଜିଲ୍ଲା ଚିକିତ୍ସାଳୟ ଡ଼ାଇଲିସିସି ସେଣ୍ଟର ଲୋକାର୍ପିତ 

ମୁଖ୍ୟମନ୍ତ୍ରୀଙ୍କ ଭାର୍ଚୁଆଲ ମୋଡରେ ରାଇରଙ୍ଗପୁର ଉପ ଜିଲ୍ଲା ଚିକିତ୍ସାଳୟ ଡ଼ାଇଲିସିସି ସେଣ୍ଟର ଲୋକାର୍ପିତ 

ମୟୂରଭଞ୍ଜ – ୦୧-/୦୨/୨୦୨୪ ( ମସିହା) ପ୍ରତିଟି ଜୀବନ ମୂଲ୍ୟବାନ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ଆଦର୍ଶ କୁ ଆଧାର କରି ଓଡିଶା ରେ ସ୍ୱାସ୍ଥ୍ୟ ସେବାକୁ ଜନଆଦୃତ କରିବା ପାଇଁ ବିଭିନ୍ନ ପ୍ରକାର ଦୁରାରୋଗ୍ୟରେ ଆକ୍ରାନ୍ତ ରୋଗୀ ମାନଙ୍କ ବ୍ୟୟ ବହୁଳ ଚିକିତ୍ସା ଭାରକୁ ଲାଘବ କରି ବିଭିନ୍ନ ପ୍ରକାର ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇଛନ୍ତି.ଏଥି ମଧ୍ୟରୁ କୀଡୀନି ରୋଗୀ ଙ୍କୁ ମାଗଣା ସହାୟ- ଡ଼ାଇଲିସିସି ସେବା ପ୍ରଦାନ ଏକ ବୃହତ ପଦକ୍ଷେପ ଯାହାକି 2018 ମସିହା ରେ ଶୁଭାରମ୍ଭ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କ ରେ ଉପଲବ୍ଧ ହୋଇଆସୁଛି.ସମସ୍ତ ଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆଧାର ରେ ଆଜି ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଆଉ 16 ଗୋଟି ଡ଼ାଇଲିସିସି ସେଣ୍ଟର କୁ ଉପଖଣ୍ଡ ଚିକିତ୍ସାଳୟ ମାନଙ୍କ ରେ କୀଡୀନି ରୋଗୀ ମାନଙ୍କୁ ଡ଼ାଇଲିସିସି ସେବା ଯୋଗାଇ ଦେବା ପାଇଁ ଲୋକାର୍ପଣ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିବା ସହିତ “ସୁସ୍ଥ ଓଡିଶା ସୁଖୀ ଓଡିଶା ” ପରିକଳ୍ପନା କୁ ସାକାର କରିଛନ୍ତି.।

ଏହି କ୍ରମରେ ଆଜି ରାଇରଙ୍ଗପୁର ବ୍ଲକ କାର୍ଯ୍ୟା ଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଅଭୟ କୁମାର ଦାଶ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ରବୀନ୍ଦ୍ର ମାର୍ଣ୍ଡି, ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ପ୍ରମୁଖଙ୍କ ସମେତ ଶତାଧିକ ଜନସାଧାରଣ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.।

ଏହି ଅବସରରେ ରାଇରଙ୍ଗପୁର ୱାର୍ଡ ନମ୍ବର୧୨ ର କୀଡୀନି ରୋଗରେ ପୀଡିତ ଜନୈକ ରୋଗୀ ଡ଼. ପ୍ରଣବେଶ ପଟ୍ଟନାୟକ ବିଗତ ୬ ମାସ ଧରି ତାଙ୍କର ଏହି ଚିକିତ୍ସାର ଦୁଃଖଦ ଅନୁଭୂତି ଏବଂ ଉପଖଣ୍ଡ ଚିକିତ୍ସାଳୟ ରେ ଏହି ସେବା ଉପଲବ୍ଧ ହେବା ଫଳ ରେ ଖୁସି ପ୍ରକଟ କରିଥିଲେ.।

ପ୍ରକାଶଥାଉକି ରାଇରଙ୍ଗପୁର ଚିକିତ୍ସା କେନ୍ଦରେ ୦୪ ଗୋଟି ଡ଼ାଇଲିସିସି ଯନ୍ତ୍ର ଯୋଗାଇ ଦିଆଯାଇଛି ଆଜି ୦୯ ଜଣ ରୋଗୀ ଏହି ସେବା ପାଇବା ପାଇଁ ଆଜି ପଞ୍ଜିକୃତ ହୋଇଛନ୍ତି ।ଆସିଥିବା କିଡନୀ ରୋଗୀମାନେ ଦୁରାରୋଗ୍ୟ ବ୍ୟକ୍ତିଙ୍କ ଦୁଃଖ,କଷ୍ଟକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପକକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଦିନ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଦାବିପତ୍ର ପ୍ରଦାନ କଲା ଆଦିବାସୀ କଲ୍ୟାଣ ସଂଘ 

masiha

କାର ମାଲିକଙ୍କ ଘର ସମ୍ମୁଖରେ ଶବ ରଖି ମୃତକଙ୍କ ସମ୍ପର୍କୀୟଙ୍କ ଆନ୍ଦୋଳନ

masiha

ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort