ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିବିଏସଇ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ଆଣିଲେ ଆଦିବାସୀ ଝିଅ ତନ୍ମୟୀ 

ସିବିଏସଇ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ଆଣିଲେ ଆଦିବାସୀ ଝିଅ ତନ୍ମୟୀ 

ବନ୍ଧୁଗାଁ ତା, ୧୬/୦୪/୨୬,ବନ୍ଧୁ ଗାଁ ବ୍ଲକ କୁଟ୍ରାବେଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମେଲେକାଙ୍କ ଝିଅ ତନ୍ମୟୀ ମେଲେକା  ଆନ୍ଧ୍ର ପ୍ରଦେଶରେ ନିଜର ଯାଦୁ ଦେଖାଇଛନ୍ତି।କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ର ଜଣେ ଆଦିବାସୀ ପାରିବାରୁ ଜାଇ ବନ୍ଧୁଗାଁ ବ୍ଲକ୍ ସମେତ କୋରାପୁଟ ଜିଲ୍ଲା ଓ ଆମ ରାଜ୍ୟର ଟେକ ରଖିଛନ୍ତି।ବିଶାଖାପାଟଣା ର ନାରାୟଣ ବିଦ୍ୟାଳୟରେ ସିବିଏସଇ ପରୀକ୍ଷାରେ ୯୫.୨ ମାର୍କ ରେ ଉତୀର୍ଣ୍ଣ ହୋଇ ସାମଗ୍ର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି।ତାଙ୍କର ଇଂଲିଶ ରେ ୯୪, ହିନ୍ଦୀ ରେ ୯୭,ଗଣିତ ରେ ୯୩,ବିଜ୍ଞାନ ରେ ୯୬ ଓ ସାଧାରଣ ବିଜ୍ଞାନ ରେ ୯୬ ମାର୍କ ରହିଛି।ଆଗକୁ ସିଏ ଡାକ୍ତର ହେବାର ଲକ୍ଷ ରଖିଥିବା କହିଛନ୍ତି।ତନ୍ମୟୀ ପ୍ରଥମରୁ ଅଷ୍ଟମ ଯାଏଁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ରେ ଅଧ୍ୟୟନ କରି ବିଶାଖାପାଟଣା ନାରାୟଣ ଇଂଲିଶ ମିଡିୟମ ସ୍କୁଲ ରେ ନବମ ଶ୍ରେଣୀରେ ଜୈନ ହୋଇଥିଲେ।ଆଜି ସିଏ ସର୍ବାଧିକ ମାର୍କ ରଖି ଦଶମ ଶ୍ରେଣୀ ପାସ କରିଥିବାରୁ ତାଙ୍କ ପାଖକୁ ସାଙ୍ଗ ସାଥୀ ସାହି ପଡୋଶୀ ଓ ସମ୍ପର୍କୀୟ ମାନଙ୍କ ତରଫରୁ ସୂବେତ୍ସା ର ସୁଅ ଛୁଟୁଛି।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଡାବୁଗାଁ ଏବିଡିଓ ଙ୍କ ସୁପୁତ୍ରି ଅର୍ପିତା ତ୍ରିପାଠୀ ଜିଲ୍ଲାରେ ଦ୍ବିତୀୟ:ଡାବୁଗାଁ ବ୍ଳକ ପାଇଁ ଗୌରବ

ଫାଇଲେରିଆ, ଡେଙ୍ଗୁ, ମ୍ୟାଲେରିଆ ତଥା ଭେକଟର ବାହିତ ରୋଗର ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ  ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ଅଭିଯାନ

Sunil Chandra Nayak

ମିଲେଟ ମିଶନ ଅଧୀନରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କୃତ ହେଲା ରାୟଗଡ ଜିଲ୍ଲା 

masiha

Leave a Comment

error: Content is protected !!