ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଜୁନାଗଡ଼ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଜୁନାଗଡ଼ ୨୫/୪ ( ମନୀ ସ ) ଜୁନାଗଡ଼ ସ୍ଥିତ ଆର ଏମ ସି ଠାରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ବ୍ଲକ ସ୍ତରୀୟ ଜାତୀୟ ପଂଚୟିତରାଜ ଦିବସ ସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଜୁନାଗଡ଼ ବି ଡି ଓ ଦେବାଶିଷ କର ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପଞ୍ଚାୟତିରାଜ ଦିବସ ସମ୍ପର୍କରେ ଅ ଅବଗତ କରାଇଥିଲେ ।ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତକୁମାର ଭୂୟାଁ, ଏବିଡ଼ିଓ ବେଦାନ୍ତ କୁମାର ମାଝୀ, ଜିପିଡ଼ିଓ ଲକ୍ଷ୍ମୀକାନ୍ତପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ହିମାଂଶୁ ରଞ୍ଜନ ବଳ ସମେତ ସ୍ୱୟଂସହାୟକ ଗୋଷ୍ଠୀରସଦସ୍ୟା ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୩୯୮ ଜଣଙ୍କୁ ଅନ୍ତଦୟ ଗୃହ ଯୋଜନାରେ ପକ୍କାଘରର କାର୍ଯ୍ୟଦେଶ ପ୍ରଦାନକରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

Sunil Chandra Nayak

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରାଥମିକ ପ୍ରସ୍ତୁତି ବୈଠକ ଆସନ୍ତା ୨ ରେ……

Sunil Chandra Nayak

ମନ୍ଦିରସାହିରେ ବସ୍ତିବାସିନ୍ଦା ପିଲାଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂତନ ବର୍ଷକୁ ସ୍ବାଗତ

Sunil Chandra Nayak

Leave a Comment

error: Content is protected !!