ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କାଦୁଆଣି – ଦୁମାତାଣ୍ଡି ରାସ୍ତା ରେ ବାଇକ୍ – ବାଇକ୍ ମୁହାଁମୁହିଁ, ଦୁଇ ମୃତ , ଜଣେ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କାଦୁଆଣି – ଦୁମାତାଣ୍ଡି ରାସ୍ତା ରେ ବାଇକ୍ – ବାଇକ୍ ମୁହାଁମୁହିଁ, ଦୁଇ ମୃତ , ଜଣେ ଗୁରୁତର

ରାଇରଙ୍ଗପୁର – ୬/୦୫ —  ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି ନିକଟସ୍ଥ ଦୁମାତାଣ୍ଡି ନିକଟସ୍ଥ ଢ଼ାବା ନିକଟରେ ଆଜି ପୂର୍ବାହ୍ନ ୧୧.୩୦ ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ଆସନା ସାମନା ହେବା ଫଳରେ ଦୁର୍ଘଟଣା ଘଟିଛି ‌ ଘଟଣାସ୍ଥଳୟେ ସମସ୍ତ ୩ ଆରୋହୀ ରାସ୍ତାରେ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ସରକାରୀ ଆମ୍ବୁଲାନ୍ସରେ ଉଭୟଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଣାଯାଇଥିଲା ।ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଜୀବନ ମରଣ ସହ ସଂଘର୍ଷ କରୁଛି ।ମୃତକ ହେଲେ ଵହଳଦା ଥାନା ଅନ୍ତର୍ଗତ ଭୁରୁଷା ଗ୍ରାମର ଜୟେଶ ମହାନ୍ତ ପିତା ଫୁଲଚାନ୍ଦ ମହାନ୍ତ ।ଅନ୍ୟଜଣେ ବହଳଦା ଥାନା ଅନ୍ତର୍ଗତ କଣ୍ଟାସୋଳା ଗ୍ରାମର ଜଗଦିଶ ମୁର୍ମୁ ଙ୍କ ମୃତ୍ୟୁ ହୋଇଥିବାବେଳେ ନରସିଂହ ମୁର୍ମୁ ଗୁରୁତର ହୋଇଛନ୍ତି ।ଵହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର

masiha

ମଧ୍ୟାହ୍ନ ଭୋଜନ ଚାଉଳ ବୋହି ନେଲେ ହାତୀ

Sunil Chandra Nayak

ଖଇରା-ସାରକୋଣା-ଫତେପୁର ରାସ୍ତାର ଅବସ୍ଥା ସୁଧୁରିବ କେବେ ?

Sunil Chandra Nayak

Leave a Comment

error: Content is protected !!