ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡା ଜିଲ୍ଲା ପୋଲିସ କୁ ବଡ଼ ସଫଳତା, ସ୍ୱର୍ଣ୍ଣ ଲକ୍ଷ୍ମୀ ସୁନା ଗହଣା ଦୋକାନ ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ, ତିନି ଅଭିଯୁକ୍ତ ଗିରଫ ୭ ଲକ୍ଷ ରୁ ଉର୍ଦ୍ଧ ପାଞ୍ଚ ଗୋଟି ସୁନା ଚେନ ଉଦ୍ଧାର

ନୂଆପଡା ଜିଲ୍ଲା ପୋଲିସ କୁ ବଡ଼ ସଫଳତା, ସ୍ୱର୍ଣ୍ଣ ଲକ୍ଷ୍ମୀ ସୁନା ଗହଣା ଦୋକାନ ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ, ତିନି ଅଭିଯୁକ୍ତ ଗିରଫ ୭ ଲକ୍ଷ ରୁ ଉର୍ଦ୍ଧ ପାଞ୍ଚ ଗୋଟି ସୁନା ଚେନ ଉଦ୍ଧାର

ନୂଆପଡା,ତ:୦୮.୦୫.(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ସଦର ମହକୁମା ପୋଲିସ ଥାନା ସମ୍ମୁଖରେ ଥିବା ଏକ ସୁନା ଦୋକାନ ଚୋରି ହୋଇଥିଲା। ନୂଆପଡା ଜିଲ୍ଲା ପୋଲିସ କୁ ବଡ଼ ସଫଳତା ମିଳିଥିବା ବେଳେ , ସ୍ୱର୍ଣ୍ଣ ଲକ୍ଷ୍ମୀ ସୁନା ଗହଣା ଦୋକାନ ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରିଛନ୍ତି। ଏହି ଘଟଣା ନେଇ ନୂଆପଡ଼ା ଏସପି ଅମୃତ ପାଲ ସିଂ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚିତ କରିଛନ୍ତି। ତିନି ଅଭିଯୁକ୍ତ ଗିରଫ ୭ ଲକ୍ଷ ରୁ ଉର୍ଦ୍ଧ ପାଞ୍ଚ ଗୋଟି ସୁନା ଚେନ ଉଦ୍ଧାରହିନ୍ଦୀ ସିନେମା ରୂପେ ଦୁଇ ବ୍ୟକ୍ତି ସୁନା ଚେନ କିଣିବା ବାହାନାରେ ଆସି ଦୋକାନ ରେ ଥିବା ସମସ୍ତ ଚେନ ଦେଖିବାକୁ ମାଗିଥିଲେ। ସମସ୍ତ ଚେନ ମୂଲ୍ୟ ପଚରା ଉଚରା କରିଥିଲେ। ତାଙ୍କ ସହଯୋଗୀ ଏକ ବେଲିନୋ ଗାଡ଼ି ଧରି ଦୋକାନ ସମ୍ମୁଖରେ ଆସିବା ଦେଖି ଥିଲେ। ଦୋକାନୀ ଏକ ଲୁହା ଛଡ଼ ବାହାର କରିଥିଲେ। ସୁନା ଚେନ ବାକ୍ସ ନେଇ ଫେରାର ହୋଇଥିଲେ। ସେ ଏକତା ଛକ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ଟକ୍ ଯାଇଥିଲେ। ପରେ ଆସି ନୂଆପଡ଼ା ଥାନା ରେ ତୁରନ୍ତ ଦୋକାନ ଆସି ଅଭିଯୋଗ କରିଥିଲେ। ନୂଆପଡ଼ା ପୋଲିସ ତୁରନ୍ତ ତତ୍ପରତା ଦେଖାଇ ସୀମା ସିଲ କରିଥିଲେ। ଘଟଣା କୁ ନେଇ ମଧ୍ୟପ୍ରଦେଶର ତିନି ଯୁବକ ଗିରଫ କରିଛନ୍ତି। ସମସ୍ତ ସୁନା ଗହଣା ଉଦ୍ଧାର ହୋଇଅଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

Related posts

ନ୍ୟାୟ ପାଇଁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନାକେଦମ

ପିଟିପିଟି ଗାଈକୁ ମାରିଦେଲା , ରାସ୍ତା ଉପରେ ଛାଡ଼ିଦେଇ ଚାଲିଗଲା ଦଲାଲ୍ 

masiha

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି 

masiha

Leave a Comment

error: Content is protected !!