ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

 ଯୋଡ଼ା ୧୪/୦୫/୨୬:କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କାଳିଆବେଡା ଗ୍ରାମ ସ୍ଥିତ ସୁନା ନଦୀ ରୁ ଏକ ମୃତ ବୃଦ୍ଧ ଶରୀର ଭାସୁଥିବା ଅବସ୍ଥା ରେ ପୋଲିସ ଠାବ କରିଛି।ତେବେ ମୃତକ ଜଣକ ହେଲେ ଲୋହଣ୍ଡା ଗ୍ରାମର ବୁଧୁରାମ ମୁଣ୍ଡା ବୟସ (୫୬) ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ବୁଧୁରାମ ଗାଧେଇବା କୁ ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ।ପରିବାର ଲୋକେ ଖୋଜା ଖୋଜି କରି ନଦୀ ରେ ତାଙ୍କର ସାବୁନ ତେଲ ପାଇଥିଲେ ମଧ୍ୟ ତାଙ୍କର ଆଉ କୌଣସି ଖୋଜ ଖବର ମିଳିନଥିଲା।ତେବେ ଗୁରୁବାର ସକାଳୁ ସ୍ତାନୀୟ ଲୋକ ନଦୀ କୁ ଯାଇଥିବା ବେଳେ ବୁଧୁରାମ ମୃତ ଆବସ୍ତା ରେ ପାଣି ରେ ଭାସୁଥିବା ଦେଖି ପୋଲିସ କୁ ଖବର କରିଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଠାବ କରି ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ପଲିସ ସୂଚନା ଦିଆଯାଇଛି।।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ତଥା ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ ଅନୁଷ୍ଠିତ

Sunil Chandra Nayak

ତାଳଚେର ଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚ ର ସଚେତନତା ଅଭିଯାନ 

Sunil Chandra Nayak

ରାଇରଙ୍ଗପୁର ନୂତନ ଗୋଷ୍ଠୀ ଶିକ୍ଷାଧୀକାରୀ ଭାବେ ଭାଗ୍ଯରଥୀ ମହାନ୍ତି ଙ୍କ ଯୋଗଦାନ

Leave a Comment

error: Content is protected !!