ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଜନ ଆକ୍ରେଶ ମହିଳା ସମାବେଶ ରାଲି , ୨-ଗାରିଡି ପଞ୍ଚାୟତର ବିଏଫଟି କର୍ମଚାରିଙ୍କୁ ବଦଳି ପାଇଁ ବିଡ଼ିଓଙ୍କୁ ଭେଟିଲେ ଗାରିଡି ବାସି 

ଜନ ଆକ୍ରେଶ ମହିଳା ସମାବେଶ ରାଲି 

ବନ୍ଧୁଗାଁ ତା, ୧୯/୫/୨୬, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ର ଆଜି କୁମ୍ଭାରିପୁଟ ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରଶ ମହିଳା ସମାବେଶ ରାଲି ହୋଇଥିଲେ I ଏଥିରେ କୁମ୍ଭାରୀପୁଟ ମଣ୍ଡଳି ଅଧିନରେ ରହିଥିବା ସତାଧିକ ମହିଳା ଙ୍କୁ ଏକ ରାଲ କରା ଯାଇଥିଲା I ଆଜିର ରାଳିରେ ମୁଖ୍ୟତ ଥିଲା ଭାରତ ବର୍ଷ ରେ ମହିଳାଙ୍କ ପାଇଁ. ୩୩% ଭାଗ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ମହିଳା ସରକ୍ଷଣ ପାଇଁ କେନ୍ଦ୍ରରୁ ଏହା ଲାଗୁ ହୋଇ ରହିଥିବା କୁ ନେଇ ଅନ୍ୟ ବିରଦ୍ଧି ଦଳ ତାକୁ ନେଇ ଜାଗା ଜାଗାରେ ଏହାର ବିରୁଦ୍ଧ ଭାବରେ ମହିଳାଙ୍କୁ ସୁରକ୍ଷା ଦିଆ ଯାଉଥିବା ଭାବରେ ରାଲି କରି କେନ୍ଦ୍ରର ଉପସ୍ତାପନକୁ ନେଇ କୋରାଯାଇଅଛି କିନ୍ତୁ ମହିଳାଙ୍କୁ ନାମକୁ ମାତ୍ରକ ୩୩%ଭାଗ ସୁରକ୍ଷା ଓ ସରୋକ୍ଷଣ ଓ ମହିଳା ଶଷକ୍ତି ନାମକୁ କୋରାଯାଇଅଛି କିନ୍ତୁ ତାହା ପୁରା ଫେଲ ମାରିଛି ବଲି ବିଜେପିର ବିରଦ୍ଦି ଦଳର ଲୋକେ ବିରଦ୍ଧ କରିଥିବା ବିଷୟକୁ ନେଇ ଆଜି ବିଜେପି ଦଳ ତରଫରୁ ରାଲି ମାଧ୍ୟମରେ ମହିଳା ସରୋକ୍ଷଣ ଭାରତରେ ପାଉଥିବା ବିଷୟକୁ ଜଣେଇବା ପାଇଁ କରାଯାଇଥିଲା I ଶ୍ରୀ ଦାସ ମେଲେକା ମଣ୍ଡଳ ସଭାପତି ଏବଂ ପ୍ରଭାରୀ ଶ୍ରୀ ମକର ଧ୍ଵଜ ଖରା, ଏବଂବିଜେପି ଦଳର ବରିଷ୍ଠ ନେତା ଶ୍ରୀ ତପି ତେଣ୍ଟାବାରିଆ ଏବଂ ସହ ମହିଳା ମଛା କାଲାବତି ଓ ଅନେକ ଉପସ୍ଥିତ ରହିଥିଲେ I 

 ଗାରିଡି ପଞ୍ଚାୟତର ବିଏଫଟି କର୍ମଚାରିଙ୍କୁ ବଦଳି ପାଇଁ ବିଡ଼ିଓଙ୍କୁ ଭେଟିଲେ ଗାରିଡି ବାସି 

ବନ୍ଧୁଗାଁ ତା, ୨୦/୬/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତ ଠାରେ ନିୟୋଜିତ ଭାବରେ ରହି ନିଜ କାର୍ଯ୍ୟକୁ ସୂଚାରୁ ରୂପେ ଦାୟୀତ୍ୱ ତୁଳାଉ ଥିବା ପଞ୍ଚାୟତ ର ବିଏଫଟି ସୁଶୀଲ ଖରାଙ୍କ ବଦଳି ପାଇଁ ପଞ୍ଚାୟତ ବାସି ଆଜି ୧୦ ଘଟିକା ସମୟରେ ବିଡ଼ିଓଙ୍କୁ ଭେଟି ଏକ ଲିଖିତ ଦରଖାସ୍ତ ଦେବା ପାଇଁ ପହଂଚିଥିଲେ I କିନ୍ତୁ ବିଡ଼ିଓ ଶ୍ରୀ ଅସିତ କୁମାର ମହାନ୍ତି ଙ୍କ ଅନୁପସ୍ଥିତ ଯୋଗୁଁ ବ୍ଲକର ବଡ଼ ବାବୁ ତଥା ସେକ୍ସନ କର୍ମଚାରିଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ I ଏଥିରେ ମୁଖ୍ୟତଃ ବିଷୟ ଥିଲା ଗାରିଡି ଗ୍ରାମ ପଞ୍ଚାୟତ ରେ ଚାଲିଥିବା ଯେ କୌଣସି ଉନ୍ନତି ମୂଳକ କାର୍ଯ୍ୟକୁ କାର୍ଯ୍ୟ ସମୟରେ ଦେଖିଯିବା ପାଇଁ କହିଲେ ଆଗୁଆ ପଇସା ମାଗୁଥିବା ଓ ପଇସା ଲାଞ୍ଚ ନ ଦେଲେ କାମ ଦେଖିଯିବା ପାଇଁ ସିଧା ମନା କରିବା ସହ ନିଜ ଇଛା ଅନୁଯାଇ ମନମୁଖୀ ଭାବରେ କାମ କରୁଥିବା ସହ ପଞ୍ଚାୟତ ବାସି କଣ କହିଲେ ନାଲି ଆଖି ଦେଖେଇ ଦାଦାଗିରି କରୁଥିବା ବିଷୟକୁ ଉଲେଖ କରି ଆଜି ବନ୍ଧୁଗାଁ ବ୍ଲକଠାରେ ପହଁଞ୍ଚି ଉକ୍ତ ଗାରିଡି ପଞ୍ଚାୟତ ରେ ବିଏଫଟି କାର୍ଯ୍ୟାରତ ଭାବରେ ଦାୟୀତ୍ୱରେ ରହିଥିବା ସୁଶୀଲ ଖରା ଙ୍କୁ ଯଥା ଶୀଘ୍ର ଗାରିଡି ପଞ୍ଚାୟତ ରୁ ଅନ୍ୟ ପଞ୍ଚାୟତ କୁ ସ୍ଥାନାନ୍ତର କୋରାଯିବା ସକାଶେ ବନ୍ଧୁଗାଁ ବ୍ଲକ ବିଡ଼ିଓ ଙ୍କ ମାଧ୍ୟମ ସହ କୋରାପୁଟ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କ ଜୋରିଆରେ ମଧ୍ୟ ଏହାର ନକଲି କଫି ପ୍ରଦାନ କୋରାଯାଇଥିବାର ଉଲେଖ ହୋଇଅଛି I ଉକ୍ତ ଅଭିଯୋଗ ପ୍ରଦାନ ସମୟରେ ଜିଲ୍ଲା ବିଜେପି ସାଧାରଣ ସମ୍ଫାଦକ ସରତ ପାତ୍ର, କୁମ୍ଭାରୀ ପୁଟ ମଣ୍ଡଳ ସଭାପତି ମକର ଧ୍ଵଯ ଖରା, ତପି ତେଣ୍ଟା ବାରିଆ, କୁମର ଖସଲା, ଗୋପୀନାଥ କଲେକା, ସୁଗିବ ଖରା, ଗାରିଡି ପଞ୍ଚାୟତ ର ୱାର୍ଡ ସଭ୍ୟା ତୁଳୁଷି ତେଣ୍ଟା ବାରିଆ, ଗାରିଡି ପଞ୍ଚାୟତ ର ନାଏବ ସୋରପଞ୍ଚ ଅନାଦି କଞ୍ଜାକା, ଗରିଡି ପଞ୍ଚାୟତ ର ସମିତି ସଭ୍ୟା ଚନ୍ଦ୍ରମା ଟାକରି ଏହିପରି ଅନେକ ଲୋକେ ଉପସ୍ଥିତ ରହିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ତିନି ଦିନ ପରେ ସ୍ଵାଭାବିକ ହେଲା ବିଦ୍ୟୁତ୍ ସେବା 

Sunil Chandra Nayak

ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଆଦର୍ଶ ପାଠାଗାରର ଐତିହାସିକ ମୃତ୍ୟୁ

Sunil Chandra Nayak

ଡାବୁଗାଁ ବ୍ଲକର ୩୩ ଜଣ ଗଣଶିକ୍ଷକ ନିୟମିତ ହେଲେ 

masiha

Leave a Comment

error: Content is protected !!