ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଟାତ ଚାଲିଗଲା ଆଶା ଦିଦି ଙ୍କ ଜୀବନ 

ହଟାତ ଚାଲିଗଲା ଆଶା ଦିଦି ଙ୍କ ଜୀବନ 

କଳମପୁର ୨୦/୫(ମସିହା ) କଳମପୁର ବ୍ଲକ ମୁଖ୍ୟ ଚିକିତ୍ସାଳୟ ଅଧିନ ରେ ଆଶା ଭାବେ କାର୍ଯ୍ୟରତ ହରବତୀ ନାଏକ ସ୍ୱାମୀ ରାମକୃଷ୍ଣ ଦୁର୍ଗା ବୟଷ ୪୫ ଗତକାଲି ବିଳମ୍ବିତ ରାତ୍ରି ରେ ତାଙ୍କ ଦେହ ହଟାତ ଅସୁସ୍ଥ ହେବା କାରଣ ରୁ ତାଙ୍କୁ କଲମପୁର ଚିକିତ୍ସାଲୟ କୁ ନିଆଯାଇଥିଲା ସେହି ଠାରେ ଡାକ୍ତର ଜ୍ୟୋତି କ୍ରିଷ୍ନା ମାଝୀ ଓଆସୋତୋଷ ପରିଡା ତାଙ୍କ ଚିକିତ୍ସା କରିବା ବେଳେ ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି ପ୍ରକାଶ କରିଛନ୍ତି ହାରାବତୀ ଜଣେ ଗର୍ମଠ ଆଶା ଥିଲେ ତାଙ୍କ ର ସାବାଳିକା ଦୁଇ ଟି ଝିଅ ଓ ଦୁଇଟି ପୁଅ ଥିବା ଜଣାଯାଇଛି ଏଖବର ଶୁଣି ଚିକିତ୍ସା ବିଭାଗ ଓ ଆଶା ସଂଘ ଦୁଃଖ ଓ ଶୋକ ପ୍ରକାଶ କରିବା ସହ ଅଂଚଳ ରେ ଏକ ଶୋକର ଛାୟା ଖେଳି ଯାଇଛି !

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଜାତୀୟ ସେବା ଯୋଜନା ଦ୍ୱାରା ଅଭିମୁଖୀ କରଣ କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ – 2023 ଉପଲକ୍ଷେ ଭବାନୀପାଟଣା ଠାରେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

ଆମ ୪୨ ମୌଜ଼ା ତରଫରୁ ବଂଧୁମିଳନ

Sunil Chandra Nayak

Leave a Comment

error: Content is protected !!