ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ

ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ

କର୍ଲାମୁଣ୍ଡା, ୨୫/୫ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ସୁବିଧା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଲାମୁଣ୍ଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ଦୟାନିଧି ସାହୁ, ଅରୁଣ ସେଠ, ଗଜବାହାଲ ଶକ୍ତିକେନ୍ଦ୍ର ପ୍ରଭାରୀ ସୂର୍ଯ୍ୟମଣି ଘିଭେଲା, ପୂର୍ବତନ ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର, ସରପଞ୍ଚ ଅରବିନ୍ଦ ଗହୀର, ସାଧାରଣ ସମ୍ପାଦକ ଗୁଣନିଧି ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ଲିଙ୍ଗରାଜ ସାହୁ, ପୂର୍ବତନ ଏସ୍.ସି ମୋର୍ଚ୍ଚା ସଭାପତି ସୁଧିର ତାଣ୍ଡି, ଗଜବାହାଲ ବୁଥ୍ ସଭାପତି ବାହାନ ସାହୁ, ପିତାମ୍ବର ମାଟାଲି, ରବିନାରାୟଣ ସାହୁ, ଭୁବନ ଭୋଇ, ସନ୍ତୋଷ ସାହୁଙ୍କ ସମେତ ବିଏଲଏ, ବିଏଲଏ-୨ ଲାଭାର୍ଥୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

Related posts

ମୋ ଭାରତ,ବିକଶିତ ଭାରତ- ୨୦୪୭ ବିଷୟ ରେ ଭାଷଣ ଦେଇ ରାଜ୍ୟସ୍ତରରେ ପ୍ରଥମ ହେଲେ- କୁମ୍ କୁମ୍ ପ୍ରିୟଦର୍ଶିନୀ 

masiha

କଲିଆ କୁଣ୍ଡଳ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!