ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମି ବ୍ଳକର ଇଷ୍ଟ ପ୍ରସାଦ ସାହୁ ମେଟ୍ରିକ୍ ଟପର

କୁସୁମି ବ୍ଳକର ଇଷ୍ଟ ପ୍ରସାଦ ସାହୁ ମେଟ୍ରିକ୍ ଟପର

ରାଇରଙ୍ଗପୁର -୨୬/୦୫ — ଚଳିତବର୍ଷ ମେଟ୍ରିକ୍ ପରୀକ୍ଷାରେ ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ହାଟବାଦଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଇଷ୍ଟପ୍ରସାଦ ସାହୁ ୫୧୪ ନମ୍ବର ତଥା ଶତକଡା ୮୫.୬୬ ରଖି ବ୍ଳକର ଟପ୍ ହୋଇଛନ୍ତି ।ହାଟବାଦଡାର‌ ଯୁଵ ସମାଜସେବୀ ହରିପ୍ରସାଦ ସାହୁ ଏଵଂଧର୍ମପ୍ରାଣ ମହିଳା ଗାୟତ୍ରୀ ସାହୁଙ୍କ ପୁତ୍ର ।ବାପାମା’ , ସ୍କୁଲ ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ଗୁରୁଜୀ ଵନ୍ଧୁଆଙ୍କ ପ୍ରେରଣା,କଠିନ ପରିଶ୍ରମ ଯୋଗୁଁସେ ଏହି ସଫଳତା ହାସଲ କରିଛନ୍ତି ।ଆଗକୁ + ୨ବିଜ୍ଞାନ ସହ ଆଇଆଇଟି ଇଞ୍ଜିନିୟରିଂ ପଢିବା ଲକ୍ଷ୍ୟ ରଖିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସାମାନ୍ୟ ବର୍ଷା ରେ ଥୁଆମୁଳ ରାମପୁର ବ୍ଳକ ବିଭିନ୍ନ ଅଞ୍ଚଳ ଉବୁଟୁବୁ 

masiha

ଜଟିଆ ବାବା ମନ୍ଦିରର ବାର୍ଷିକୋତ୍ସବ

masiha

5ଟି ସ୍କୁଲ ପରିଦର୍ଶନ ସହ ଛାତ୍ରୀଙ୍କ ସହ ମଧ୍ୟାନ ଭୋଜନ କଲେ ଉପଜିଲାପାଳ ଏବଂ ବିଧାୟକ

Sunil Chandra Nayak

Leave a Comment

error: Content is protected !!