ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରସ୍ଵତ ସାଧକ ବୋତଲ ମ୍ୟାନ ପ୍ରିନ୍ସ ନନ୍ଦ ଜୀ : ପରିବେଶ ସୁରକ୍ଷା ଓ ଜୀବେ ଦୟାରେ ସମର୍ପିତ ପ୍ରାଣ

ସାରସ୍ଵତ ସାଧକ ବୋତଲ ମ୍ୟାନ ପ୍ରିନ୍ସ ନନ୍ଦ ଜୀ : ପରିବେଶ ସୁରକ୍ଷା ଓ ଜୀବେ ଦୟାରେ ସମର୍ପିତ ପ୍ରାଣ 

 କଟକ : ପେଷାରେ ସେ ପୋଲିସ କର୍ମଚାରୀ ହେଲେ ନିଶା ତାଙ୍କର ସମାଜସେବା । ସେ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) ବରେଣ୍ୟ ସଂମ୍ପାଦକ ବିଶିଷ୍ଟ ସମାଜସେବୀ ରକ୍ତଦାତା ରସାନନ୍ଦ ଦେଉରୀ(ପ୍ରିନ୍ସ ନନ୍ଦ) । କଟକ ଜିଲ୍ଲା ତିଗିରିଆ ବ୍ଲକ କଳିବିର ଗ୍ରାମରେ ତାଙ୍କ ଜନ୍ମ । ସମାଜସେବା କାର୍ଯ୍ୟ ସହ ସେ ସାହିତ୍ୟ ସାଧନା ଦିଗରେ ବ୍ରତୀ । ରକ୍ତଦାନ ସହ ଜନ ସଚେତନତା,ଅନାଥାଶ୍ରମ ଆଉ ବୃଦ୍ଧାଶ୍ରମ ଆଦିକୁ ସହଯୋଗ କରନ୍ତି । ସମସ୍ତେ ତାଙ୍କୁ ବୋତଲର ମଣିଷ ବୋଲି ଡାକନ୍ତି କାରଣ ପ୍ଲାଷ୍ଟିକ ବୋତଲକୁ ସେ ଗଛରେ ବାନ୍ଧି ସେଥିରେ ପାଣି ରଖନ୍ତି,ଯାହାଦ୍ୱାରାକି ସମସ୍ତ ପକ୍ଷୀ ଏହି ବୋତଲରୁ ପାଣି ପିଇବେ ଆଉ ଜୀବନ ବଞ୍ଚେଇ ପାରିବେ । ପ୍ରତିବର୍ଷ ୧୦୦୦ ରୁ ଉର୍ଦ୍ଧ ବୋତଲ ବିଭିନ୍ନ ଗଛ ଡାଳରେ ବାନ୍ଧିବା ବା ପାଣି ପାତ୍ର ରଖିବା ସହ ପଶୁ ମାନଙ୍କ ପାଇଁ ପାଣି କୁଣ୍ଡ ରଖିବା ଆଦି କାର୍ଯ୍ୟ କରିଥାନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ସୁଭଦ୍ରା ପଦ ଯାତ୍ରା ଅବସରରେ “ଘରେ ଘରେ ସୁଭଦ୍ରା” ର କାର୍ଯ୍ୟକ୍ରମ 

masiha

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ବାର୍ଷିକ ଯଜ୍ଞ ଅବସର ରେ “ସଖୀବଟ ସେବା ସମ୍ମାନ” ରେ ସମ୍ବର୍ଦ୍ଧିତ

masiha

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!