ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ମହିଳା ଥାନା ଅଧିକାରୀ ଙ୍କୁ କଲେ ସ୍ଵାଗତ ସମ୍ବର୍ଦ୍ଧନା 

ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ମହିଳା ଥାନା ଅଧିକାରୀ ଙ୍କୁ କଲେ ସ୍ଵାଗତ ସମ୍ବର୍ଦ୍ଧନା 

ନବରଙ୍ଗପୁର:(୨୯|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଜନଜାତିର ସଭାପତି ମୋହନ ସିଂ ଗଣ୍ଡ,ସହ ସମ୍ପାଦକ ମଙ୍ଗରାଜ ମାଝୀ ଓ ସଭ୍ଯା ତୁଳସୀ ଭତ୍ରl, ଅଖିଳ ଭାରତ ବିକାଶ ପରିଷଦ ଭତ୍ରl ସମାଜ ବ୍ଳକ ସଭାପତି ମୋହନ ନାୟକ, ଅଖିଳ ଭାରତ ବିକାଶ ପରିଷଦ ଭତ୍ରl ସମାଜ ବଡଓଲମା ଗ୍ରାମ ପଞ୍ଚାୟତର ସଭାପତି ଜଗଦୀଶ ଭତ୍ରl, କୋଇଲାରୀ ଗ୍ରାମ ପଞ୍ଚାୟତର ସଭ୍ଯ ଖଗପତି ପୂଜାରୀ ଓ ଅର ସିଂ ଭତ୍ରl, ଡାବୁଗାଁ ପରଜା ସାମାଜ ବିକାଶ ପରିଷଦ ସଭାପତି ଫୁଲ ସିଂ ଜାନି, ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ରାମ କୁମାର ଗଣ୍ଡ, ଜୁନାପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ ଦୟାନିଧି ଭତ୍ରl, ମେଦନା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ ପ୍ରମୁଖ ଅନ୍ୟମାନେ ଉପସ୍ଥିତ ରହି ନୁତନ ମହିଳା ଥାନା ଅଧିକାରୀ ଶ୍ରୀମତୀ ଲଚମି ପରଜାଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଜନଜାତି ସୁରକ୍ଷା ମଞ୍ଚର ସମସ୍ତ କର୍ମକର୍ତ୍ତା ନୁତନ ମହିଳା ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଇ ବେଶ ଖୁସି ପ୍ରକଟ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋଇଡାରେ ଶ୍ରୀରାମ ସେନା ପକ୍ଷରୁ ଗୋମାତା ସୁରକ୍ଷା ଅଭିଯାନ

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୩ ଅନୁଷ୍ଠିତ 

masiha

ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ

masiha

Leave a Comment

error: Content is protected !!