ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ବାରା ୧୬୨ ଜଣଙ୍କୁ ଭତ୍ତା ବଣ୍ଟନ

ବିଧାୟକଙ୍କ ଦ୍ବାରା ୧୬୨ ଜଣଙ୍କୁ ଭତ୍ତା ବଣ୍ଟନ

ଆସିକା,୨/୬/୨୬ ( ଶିବ ଶଙ୍କର ମିଶ୍ର )- ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକର ଶକ୍ତିକରଣ ବିଭାଗ ପକ୍ଷରୁ ଆସିକା ପଂଚାୟତ ସମିତି ସଭା ଗୃହରେ ଭତ୍ତା ବଣ୍ଟନ ମେଳ ମେଳା ଅନୁଷ୍ଠିତ ହୋଇଥୁଲା l ଏହି କାର୍ଯ୍ୟକ୍ରମ ରେ ଆସିକାର ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀ, ଅତିରିକ୍ତ ରିକ୍ତ ବିଡ଼ିଓ ସୁଶାନ୍ତ କୁମାର । ବେହେରା, ବିଧାୟକ ଙ୍କ ପୁଅ ସଙ୍ଗୀତ କୁମାର ପାଢ଼ୀ, ଆତ୍ମା ର ଅଧକ୍ଷ ବିଜୟ ସାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଆସିକା । ବ୍ଲକ ର ୨୭ ପଂଚାୟତ ର ୦୭ ଜଣ ଦିବ୍ୟାଙ୍ଗ,୦୨ ଜଣ ସାମୀ ପରିତ୍ୟକ୍ତକ୍ଷ, ୧୨୯ ଜଣ ବୃଦ୍ଧ,ବୃଦ୍ଧା, ୨୪ ଜଣ ବିଧବାଙ୍କୁ ମିଶି ମୋଟ ୧୬୨ ଜଣ ଙ୍କୁ ମଧୁବାବୁ ପେନସନ ଯୋଜନା ନାରେ ଅନ୍ତର୍ଭୁକ୍ତ କରାଯାଇ ଭତ୍ତା ଟଙ୍କା ବଣ୍ଟନ କରାଗଲା l ଏହି କାର୍ଯ୍ୟକ୍ରମ କୁ ଦାୟିତ୍ବ ରେ ଥୁବା ବ୍ଲକ ସାମାଜିବ ଜିକ ସୁରକ୍ଷା ଅଧୁକାରୀ ରାଜଶ୍ରୀ ସାହୁ, ଗଗନ ପ୍ରଧାନ, ସଞ୍ଜୟ ବେହେରା ପ୍ରମୁଖ ସଂଯୋଜନା କରିଥିଲେ ।

Related posts

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସନ୍ଥକବିଙ୍କ ଜୟନ୍ତୀ ପାଳନ

masiha

କର୍ଲାପଡା କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଉତ୍ତର ବାଲେଶ୍ୱର ଜିଲ୍ଲା ବିଜେପି ନେତ୍ରୀ ଅଳକା ଜେନାଙ୍କ ଦ୍ୱାରା ୩୦୦ ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମାଗଣା ସାନିଟାରୀ ପେଡ଼ ବଣ୍ଟନ

Leave a Comment

error: Content is protected !!