ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଗ ତରଫରୁ ଧାରଣା

ଢେଙ୍କାନାଳ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଗ ତରଫରୁ ଧାରଣା

ଢେଙ୍କାନାଳ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଗ ତରଫରୁ ଧାରଣା ଅଦ୍ୟତା ତା ୦୫,୦୬, ୨୦୨୬ରିଖ ସ୍ଥାନୀୟ କୋରିହ୍ନା ବାଇପାସ୍ ଭଡାଘର କାର୍ଯ୍ୟାଳୟ ଠାରେ ସମସ୍ତ ମିସ୍ତ୍ରୀ ଭାଇ ମାନଙ୍କ ଉପଷ୍ଟିତି ରେ ଏକ ଧାରଣା ଅନୁଷ୍ଠିତ ହୋଇଥିଲା ଉକ୍ତ ଧାରଣା ରେ ୧୦୦ରୁ ଉର୍ଦ୍ଧ ମିସ୍ତ୍ରୀ ଭାଇ ଯୋଗଦାନ ଦେଇଥିଲେ ଏହି ଧାରଣା ତା,୦୫,୦୬, ୨୦୨୬ରିଖ ଠାରୁ ଆରମ୍ଭ କରି ଦୀର୍ଘ ତା,୧୦,୦୬, ୨୦୨୬ରିଖ ପଯ୍ୟନ୍ତ ଚାଲୁ ରହିବ ଏହି ଧାରଣା ରେ ମୁଖ୍ୟ ଉଦେଶ୍ୟ ନୂତନ ଦର ଦମ୍ ବୃଦ୍ଧି କରିବା ନିମନ୍ତେ ସରକାର ଲେବର ମିସ୍ତ୍ରୀ ମାନଙ୍କ ବଢ଼ାଇଥିବା ରେଟ୍ ବାଜର ରେଟକୁ ଆଖିଆଗରେ ରଖି ମିସ୍ତ୍ରୀ ଭାଇ ମାନେ ଏହି ନିଷ୍ପତ୍ତି ନେଇଅଛୁ ଢ଼େଙ୍କାନାଳ ମାର୍ବଲ ସଙ୍ଗ ର ରେଜିଷ୍ଟିସନ ପାଇଁ ଆମକୁ ପ୍ରଶାସନ ସହଯୋଗ କରନ୍ତୁ ସ୍ତାୟୀ କାର୍ଯ୍ୟାଳୟ କରିବା ପାଇଁ ଆମକୁ ନୂତନ ଜମୀ ସହିତ ନୂତନ ସଭାଗୃହ ନିର୍ମାଣ ପାଇଁ ଅନୁମୋଦନ କରନ୍ତ।ସଭାପତି ଶ୍ରିଯୁକ୍ତ, ବିଦୂର ନାୟକ ଉପସଭାପତି, ରଜିବକୁମାର ସାହୁ, ସମ୍ପାଦକ,ବରୁଣ କୁମାର ଜେନା ସହ ସମ୍ପାଦକ, ବାରୁନେଦ୍ର ବରାଳ କୋଷାଧ୍ୟକ୍ଷ,ଦିପୁ ଦଲେଇ, ପ୍ରଭାତ ସାହୁ, ମହେଶ୍ୱର ବେହେରା, ସଙ୍ଗ ସଦସ୍ୟ ବୃନ୍ଦ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ 

masiha

କାନଭାସ୍ ଦ୍ୱାରା ରାଉରକେଲାରେ ସପ୍ତାହବ୍ୟାପୀ ବୃକ୍ଷରୋପଣ ଅଭିଯାନ ଆରମ୍ଭ

Sunil Chandra Nayak

୧୩ ଦଫା ଦାବି ନେଇ ଓମସା, ରାଇରଙ୍ଗପୁର ଶାଖାର ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!