ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଗ ତରଫରୁ ଧାରଣା

ଢେଙ୍କାନାଳ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଗ ତରଫରୁ ଧାରଣା

ଢେଙ୍କାନାଳ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଗ ତରଫରୁ ଧାରଣା ଅଦ୍ୟତା ତା ୦୫,୦୬, ୨୦୨୬ରିଖ ସ୍ଥାନୀୟ କୋରିହ୍ନା ବାଇପାସ୍ ଭଡାଘର କାର୍ଯ୍ୟାଳୟ ଠାରେ ସମସ୍ତ ମିସ୍ତ୍ରୀ ଭାଇ ମାନଙ୍କ ଉପଷ୍ଟିତି ରେ ଏକ ଧାରଣା ଅନୁଷ୍ଠିତ ହୋଇଥିଲା ଉକ୍ତ ଧାରଣା ରେ ୧୦୦ରୁ ଉର୍ଦ୍ଧ ମିସ୍ତ୍ରୀ ଭାଇ ଯୋଗଦାନ ଦେଇଥିଲେ ଏହି ଧାରଣା ତା,୦୫,୦୬, ୨୦୨୬ରିଖ ଠାରୁ ଆରମ୍ଭ କରି ଦୀର୍ଘ ତା,୧୦,୦୬, ୨୦୨୬ରିଖ ପଯ୍ୟନ୍ତ ଚାଲୁ ରହିବ ଏହି ଧାରଣା ରେ ମୁଖ୍ୟ ଉଦେଶ୍ୟ ନୂତନ ଦର ଦମ୍ ବୃଦ୍ଧି କରିବା ନିମନ୍ତେ ସରକାର ଲେବର ମିସ୍ତ୍ରୀ ମାନଙ୍କ ବଢ଼ାଇଥିବା ରେଟ୍ ବାଜର ରେଟକୁ ଆଖିଆଗରେ ରଖି ମିସ୍ତ୍ରୀ ଭାଇ ମାନେ ଏହି ନିଷ୍ପତ୍ତି ନେଇଅଛୁ ଢ଼େଙ୍କାନାଳ ମାର୍ବଲ ସଙ୍ଗ ର ରେଜିଷ୍ଟିସନ ପାଇଁ ଆମକୁ ପ୍ରଶାସନ ସହଯୋଗ କରନ୍ତୁ ସ୍ତାୟୀ କାର୍ଯ୍ୟାଳୟ କରିବା ପାଇଁ ଆମକୁ ନୂତନ ଜମୀ ସହିତ ନୂତନ ସଭାଗୃହ ନିର୍ମାଣ ପାଇଁ ଅନୁମୋଦନ କରନ୍ତ।ସଭାପତି ଶ୍ରିଯୁକ୍ତ, ବିଦୂର ନାୟକ ଉପସଭାପତି, ରଜିବକୁମାର ସାହୁ, ସମ୍ପାଦକ,ବରୁଣ କୁମାର ଜେନା ସହ ସମ୍ପାଦକ, ବାରୁନେଦ୍ର ବରାଳ କୋଷାଧ୍ୟକ୍ଷ,ଦିପୁ ଦଲେଇ, ପ୍ରଭାତ ସାହୁ, ମହେଶ୍ୱର ବେହେରା, ସଙ୍ଗ ସଦସ୍ୟ ବୃନ୍ଦ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂକଳ୍ପ ଦିବସ 

masiha

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ  ୧୦ଟି ପଞ୍ଚାୟତରେ ୩୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଶୀତ ବସ୍ତ୍ର ବା କମଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!