ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଜ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଥିବା ଉକ୍ତ କାର୍ଜ୍ୟକ୍ରମରେ କ୍ୟାରାମ୍ ଅନୁଷ୍ଠାନ ପକ୍ଷରୁ ୧୦ଜଣ ଯକ୍ଷ୍ମା ରୋଗୀଙ୍କୁ ୬ ମାସ ନିୟମିତ ପୁଷ୍ଟିକର ଖାଦ୍ୟ ବା ଚିକିତ୍ସା ସରିବା ପର୍ଜ୍ୟନ୍ତ ଯୋଗାଇ ଦେବାକୁ ଡ.ଜୀଵନ କୁମାର ଦୀକ୍ଷିତ ପ୍ରତିଶୃତି ଦେବା ସହ ଶୁଖିଲା ପୁଷ୍ଟିକର ଖାଦ୍ୟ ଵଣ୍ଟନ କରାଯାଇଥିଲା। ଉକ୍ତ କାର୍ଜ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ.ମାନସ ପ୍ରହରାଜ,ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଡ.ଟି ଶିବା,ଗୋଷ୍ଟି କାର୍ଜ୍ୟକ୍ରମ ପରିଚାଳକ ପିତବାସ ଗାହାଣ,ମା ଗୃହର ମହିଳାସ୍ଵାସ୍ଥ୍ୟ କର୍ମୀ ତଥା ପ୍ରକଳ୍ପ ସଂଯୋଜିକା ଅନୁଶୟା ଲେଙ୍କା, ମହିଳାସ୍ଵାସ୍ଥ୍ୟ ସହାୟିକା ଶାନ୍ତି ଭଣ୍ଡାରି ଓ କୁମନି ମାଝୀଙ୍କ ସହ ଆଶା କର୍ମୀ ଉପସ୍ଥିତ ରହି ଥିବାବେଳେ ୧୦ ଜଣ ଯକ୍ଷ୍ମା ରୋଗୀଙ୍କ ପରିବାର ଓ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ର କର୍ମଚାରୀବ୍ରୁନ୍ଦ ସହଯୋଗ କରିଥିଲେ। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଯୁବ ପତ୍ରକାର ସଂଘ ପକ୍ଷରୁ ବାର୍ଷିକଉତ୍ସବ ପାଳନ ସହ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଦ୍ୟୁତ ଆଘାତରେ ଲେତେର ଗ୍ରାମର ଜଣେ ମୃତ

Sunil Chandra Nayak

ବାଲ୍ୟ ବିବାହ ପ୍ରଥା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!