ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୌତୁକ ଜନିତ ହତ୍ୟା ,ଜଣେ କୋର୍ଟ ଚାଲାଣ

ନୂଆପଡା: ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଲା ଗ୍ରାମରେ ଯୌତୁକ ଜନିତ ହତ୍ୟା ଯୁବକ ଗିରଫ । ଘଟଣାରୁ ପ୍ରକାଶ ଯେ ତୁକୁଲା ଗ୍ରାମର ରମେଶ ତାଣ୍ଡି (୨୭) ବର୍ଷ ଗତ ଢେଡ ବର୍ଷ ତଳେ ବିଭାହ କରିଥିଲେ । ବର୍ତ୍ତମାନ ତାଙ୍କର ସ୍ତ୍ରୀ କ୍ଷୀରମଣି ତାଣ୍ଡିଙ୍କ ଭଉଣୀଙ୍କ ବିଭାହ ହେବାର ଥିବାବେଳେ ତାଙ୍କୁ ଅଧିକ ଯୌତୁକ ଦେବ।ନେଇ ସ୍ୱାମୀ ରମେଶ ତାଣ୍ଡି ଓ ସ୍ତ୍ରୀ କ୍ଷୀରମଣି ତାଣ୍ଡିଙ୍କ ମଧ୍ୟରେ ଝଗଡା ହେବାରୁ ସ୍ୱାମୀର ମାଡରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା ଅଭିଯୋଗରେ ଖଡ଼ିଆଳ ପୁଲିସ ରମେଶ ତାଣ୍ଡିଙ୍କୁ ଅଟକ ରଖି ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା – ଶାଳୀନତା

Sunil Chandra Nayak

ମାର୍କେଟ କମ୍ପ୍ଲେକ୍ସ ଛାତ୍ ଭୁଶୁଡ଼ିଲା , ଅଳ୍ପକେ ବର୍ତିଲେ ଦୋକାନୀ ଓ ଗ୍ରାହକ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଅଧା ଗଢା ଦିଅଁ

Sunil Chandra Nayak

Leave a Comment

error: Content is protected !!