ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ଵାରା ସେତୁ ଭିତି ପ୍ରସ୍ତର ସ୍ଥାପନ

ବିଧାୟକଙ୍କ ଦ୍ଵାରା ସେତୁ ଭିତି ପ୍ରସ୍ତର ସ୍ଥାପନ

ଆସିକା,୧୨/୬/୨୬ ( ଶିବ ଶଙ୍କର ମିଶ୍ର ) ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବେଣାପାଟ ଗ୍ରାମର ଗୋଇ ନାଳ ଉପରେ ସେତୁ ନିର୍ମାଣ ପାଇଁ ଶୁଭଦେଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ । ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁବନ୍ଧ କୋଟି ଯୋଜନା ଆନୁବ ନୁକୂଲ୍ୟରେ ୦୩ ଙ୍କା ବ୍ୟୟ ରେ ଖଣ୍ଡରାବଳି ୯୨ଲକ୍ଷ ଟଙ୍କା ବ୍ୟୟ ଠାରୁ ବେଣାପାଟ ପର୍ଯ୍ୟନ୍ତ ଏକ ସେତୁ ନିର୍ମାଣ ହେବ l ଏହି ଭିଭି ପ୍ରସ୍ତର କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହ ଗ୍ରାମ୍ଯ ଉନ୍ନୟନ ବିଭାଗ ର ସହକାର ନାରୀ ଯନ୍ତ୍ରୀ ଇ.ନନ୍ଦିନୀ ପାଢ଼ୀ, ବିଧାୟକ ଙ୍କ ସାନ ପୁଅ ସଙ୍ଗୀତ ପାଢ଼ୀ, ଚନ୍ଦନ ପ୍ରସାଦ ପାଢ଼ୀ,ଆତ୍ମା ର ଅଧକ୍ଷ ବିଜୟ ସ୍ଵାଇଁ, ଶଶାଙ୍କ ଚର୍ଚ୍ଚି , ବାଲି ସିରା ସରପଞ୍ଚ ଦୈତାରୀ ବେହେରା, ସନ୍ତୋଷ ସ୍ଵାଇଁ, ଇଁ, ଚିତ୍ରସେନ ବିଶ୍ଵାଳ, କରୁଣାକର ମହାନ୍ତି, ସରପଞ୍ଚ ସ୍ଵାମୀ ସନ୍ତୋଷ ସ୍ଵାଇଁ, ବସନ୍ତ ଲେଙ୍କା, ସମିତି ସଭ୍ୟ ନାରାୟଣ ସ୍ଵାଇଁ, ସମୀର ବେହେରା, ବିଜୟ ନାୟକ, ମୋହନ ରାଓ ଦୋରା, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା,ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମନୋଜ ପରିଡା, ଆଶିଷ ପାଢ଼ୀ, ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ଅନିଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସେତୁ ହେବା ଦ୍ବାରା ଗ୍ରାମର ଶହ ଶହ ଲୋକ ମାନଙ୍କ ଯାତାୟାତ ପାଇଁ ସୁଗମ ହୋଇପାରିବ।

Related posts

କନ୍ଦରପୁର କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ 

Sunil Chandra Nayak

ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ ସମାରୋହ ଅନୁଷ୍ଠିତ

Sunil Chandra Nayak

ଫକୀର ମୋହନ ମାର୍କେଟ ଜଳାର୍ଣ୍ଣବ, ପ୍ରତିକାର ଦାବି

Sunil Chandra Nayak

Leave a Comment

error: Content is protected !!