ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରେଲତ୍ତ୍ବେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଠକେଇ ଗିରଫ

ରେଲତ୍ତ୍ବେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଠକେଇ ଗିରଫ

ଆସିକା,୧୨/୬/୨୬ (ଶିବ ଶଙ୍କର ମିଶ୍ର ) ରେଲୱେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯେ ଯୋଗ ରେ ଆସିକା ପୋଲିସ ଜଣେ ଠକକୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ଆସିକା ଉପଖଣ୍ଡ ଆରକ୍ଷୀ ଅଧୂକାରୀ ସୌରଭ ରଞ୍ଜନ ପ୍ରଧାନ । ବେକାର ଯୁବକକୁ ଭାରତ ସରକାର ଙ୍କ ଅଧୀନରେ ଥିବା ରେଳୱେ ରେ ଚାକି ରୀ କରାଇବାକୁ କହି ଆସିକା ଥାନା ଇଲାକାର ସାପୁଆପଲ୍ଲୀର ବାଳକୃଷ୍ଣ ପାଳ (୪୪) ଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଠକି ନେଇଥିଲେ ବୋଲି ଆସିକା ଥାନା ରେ ଅଭିନେ ଭିଯୋଗ କରିଥିଲେ । ପୋଲିସ ଆସିକା ଥାନା ୧୬/०୫/୨୬ ତାରିଖ ଦିନ କେସ ନମ୍ବର ୨୩୫/୨୬ ରେ ଏକ ମାମଲ ରୁଜୁ କରି ତଦନ୍ତ ଚଳାଇଥିଲେ । ଟଙ୍କା ନେଲା ପରେ ନକଲି ଇଷ୍ଟନ ରେଲୱେ ର ଲୋଗୋ ଥିବା ନିଯୁକ୍ତି ପତ୍ର ଦେଇଥିଲେ l

ଟିମ ଏହି ନିଯୁକ୍ତି ପତ୍ର କୁ ସନ୍ଦେହ କରି ପୋଲିସ ର ଆଶ୍ରୟ ନେଇଥିଲେ । ଆସିକା ପୋଲିସ ପକ୍ଷରୁ କୈଳାସ ଚନ୍ଦ୍ର ସାହୁ ଙ୍କ ନେତୃତ୍ବ ରେ ଏକ ଗଠନ କରାଯାଇଥିଲା । ଏହି ଟିମ ଭଦ୍ରକ ଜିଲ୍ଲା ରେ ପହଂଚି ଧୂଷୁରୀ ଥାନା ଇଲାକାର ଓଲଟପୁର ଗ୍ରାମରଗଦାଧର ନାଥ ଅଟକ ରଖ୍ ପଚରା ଉଚରା କରିଥିଲା । ଏଥ୍ ସହିତ ବ୍ୟାଙ୍କରେ ଟଙ୍କା ନେଣ ଦେଣର ସମସ୍ତ ପ୍ରମାଣ ରହିଥିଲା। ଏହାକୁ ଆଧାର କରି ଆସାମୀକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଥିଲେ ।

Related posts

ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ, ବିପୁଳ ପରିମାଣର ବିଦେଶୀ ମଦ ଓ ଲକ୍ଷାଧିକ ଟଙ୍କା ଜବତ

Sunil Chandra Nayak

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ସିନ ରିକ୍ରିଏସନ, କେମିତି ହତ୍ୟା କରିଥିଲା ଦେଖାଇଲା ଗୋପାଳ

Sunil Chandra Nayak

ବାଣପୁର ରେ ଯୁବକଙ୍କୁ ଅପହରଣ ପରେ ହତ୍ୟା : ଅଭିଯୁକ୍ତ ଗିରଫ !!!

Sunil Chandra Nayak

Leave a Comment

error: Content is protected !!