ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ

ବିଶ୍ଵନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ

ବିଶ୍ଵନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ। ରଥ ନିର୍ମାଣକାରୀ ବିଶ୍ଵକର୍ମା ମହାରଣାଙ୍କ ଖେଇକୁ ନେଇ କାର୍ଯ୍ୟ ବନ୍ଦ। ବର୍ଷ ବର୍ଷ ଧରି ୪ଫୁଟରୁ ତଳ ବଳକା କାଠ ଖେଇ ହିସାବରେ ମହାରଣା ନେଇଥାନ୍ତି କିନ୍ତୁ ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖେଇ କାଠକୁ ନେଇ ଏକ ନୋଟିସ ଜାରି କରାଯାଇଥିବା ଅଭିଯୋଗ କରିଛନ୍ତି ମହାରଣା ଯାହାକୁ ନେଇ କାମ ବନ୍ଦ କରାଯାଇଛି। ମହାରଣା ସେବକ କାର୍ଯ୍ୟ ବନ୍ଦ କରିବା ଯୋଗୁଁ ଖାଁ ଖାଁ ଲାଗୁଛି ରଥଖଳା।

ଜିତେନ୍ଦ୍ର କୁମାର ସାବୁତ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ସ୍ତ୍ରୀ ର ବାଲଟି ମାଡ଼ ରେ ଦ୍ଵିତୀୟ ସ୍ତ୍ରୀ ମୃତ

masiha

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

masiha

ଲମତା ଗୁଡା ଗ୍ରାମରେ ପ୍ରତିଷ୍ଠା ହେଲା ନୂତନ ରାମ ମନ୍ଦିର 

masiha

Leave a Comment

error: Content is protected !!