ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କୃଷକ ସମାଜ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମାଜ କାର୍ଯ୍ୟକ୍ରମ

ଆସିକା, ୧୯/୬/୨୬ ( ଶିବ ଶଙ୍କର ମିଶ୍ର ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଆସିକା କା ପଂଚାୟତ ସମିତି ମିତି ପକ୍ଷରୁ ସ୍ଥାନୀୟ କ କଲ୍ଯାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ କୃଷକ ସମାଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧ୍ କାରୀ ସୁଶାନ୍ତ କୁମାର ବେହେରା ଙ୍କ ପୌରହିତ୍ଯ । ରେ ବିଧାୟକଙ୍କ ପୁତ୍ର ସଙ୍ଗୀତ ପାଢ଼ୀ, ଆତ୍ମାର ଅଧକ୍ଷ । ବିଜୟ ସ୍ଵାଇଁ, ବ୍ଲକ ପ୍ରାଣୀ ଚିକିତ୍ସା ଅଧୂକାରୀ ଡାକ୍ତର ସୁଧାଂଶୁ ବେହେରା,କନିଷ୍ଠ ମସ୍ୟ ଅଧୂକାର ଅଧୂକାରୀ ଅରବିନ୍ଦ କୁମାର, ସହକାରୀ କୃଷି ଅଧୂକାରୀ ଜଗଦୀଶ ଚୌଧୁରୀ,ସିଡିପିଓ ଶାନ୍ତି ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପକ୍ଷରୁ ସୁଧା କର ଉପସ୍ଥିତ ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ମଧ୍ୟରେ ଦିଆଯାଇଥିବା ସମସ୍ତ ପ୍ରକାର ସୁବିଧା,ସୁଯୋଗ ଏବଂ ଧାନର ସବସିଡି ରାଶି ଉପରେ ଆଲୋକପାତ କରିଥିଲେ l ରାଜ୍ୟ ସରକାରଙ୍କ ପକ୍ଷରୁ ବିକାଶର ଧାରା ଓଡିଶା ସାରା କିଭ ଭଳି ଚାଲିଛି ଏହା ଉପରେ ଅତିଥି ମାନେ ମତ ରଖିଥିଲେl ଭକ୍ତ ଲ୍ୟାଣ ମଣ୍ଡପ ଠାରେ କୃଷି,ବିଦ୍ୟୁତ,ମିଶନ ଶକ୍ତି,ଜୀବିକା ମିଶନ, ସ୍ଵାସ୍ଥ୍ୟ,ପ୍ରାଣୀ ଚିକିତ୍ସା, ଲକ୍ଷ ପତି ଦିଦି ଙ୍କ ଦ୍ବାରା ହାତ ତିଆରି ରି ଜିନିଷ ବିକ୍ରିର ସ୍ଟଲ ରଖୁଥିଲେ l ଉକ୍ତ କଲ ଉଦ୍ଯାନ ପଦର୍ଶନୀ କରାଯାଇଥିଲା l

Related posts

ଆମ ଓଡ଼ିଶା ନବୀନ ଓଡ଼ିଶା ର ଶୁଭାରମ୍ଭ

masiha

ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବର୍ଷୀୟାନ ପୁର୍ବତନ ପୂଜକ ରାମକୃଷ୍ଣ ମୁଣ୍ଡ ଙ୍କ ପରଲୋକ

Sunil Chandra Nayak

ସରକାରଙ୍କ ୨ ବର୍ଷ ପୂର୍ଷିରେ ଜାତି ଜନଜାତି ସମ୍ବାଦ ବୈଠକ

Sunil Chandra Nayak

Leave a Comment

error: Content is protected !!