ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବ ସେବା ସମିତି ଦ୍ବାରା ସମ୍ବଦ୍ଧିତ

ମାନବ ସେବା ସମିତି ଦ୍ବାରା ସମ୍ବଦ୍ଧିତ

ଆସିକା, ୨୪/୬/୨୬ ( ଶିବ ଶଙ୍କର ମିଶ୍ର ) ଆସିକା ମାନବ ସେବା ସମିତି ଓ ଅବସରପ୍ରାପ୍ତ ତଥା ବରିଷ୍ଠ ନାଗରିକ କମିଟି ପକ୍ଷରୁ ଅଞ୍ଚଳ ର ଚଳିତ ବର୍ଷ ଓ ଏ ଏସ ପାଇଥିବା ୦୩ ଜଣଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ସ୍ଥାନୀୟ ବାଣୀବିହାରସ୍ଥିତ ଚିତବିନୋଦନ କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସଅ l ସରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥଙ୍କ ଅଧକ୍ଷତାରେ ଯୋଗ ଶିକ୍ଷକ ପ୍ରଶ୍ନ କୁମାର ଦାସ, ଅବସର ପ୍ରାପ୍ତ ଶିକ୍ଷକ ପ୍ରଦୀପ ରାଉତ, ପୀତବାସ ମୁନି, ଭବାନୀ ଶଙ୍କର ରଥ, ଆଇନଜୀବୀ ଦିଲ୍ଲୀପ ପାଣିଗ୍ରାହୀ, ସନ୍ତୋଷ ପାଣିଗ୍ରାହୀ,ବିଦେଶୀ ନାହାକ, ମାନସ ଗୌଡ଼ ପୋଷ୍ଟାଲର ଅବସର ପ୍ରାପ୍ତ ହେଡ଼ ପୋଷ୍ଟ ମାଷ୍ଟର ଉତ୍ତର ପରିଡା, ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କାଳଷଣ୍ଢପୁରର ସ୍ମୃତି ରଞ୍ଜନ ବେହେରା, ନୂଆଗାଁର ଇତିଶ୍ରୀ ଜେନା ଓ ଆସିକା ପୌର ପରିଷଦର ସ୍ନିଗ୍‌ଧା ସେନାପତିଙ୍କୁ ମାନପତ୍ର, ଉପଢୋକନ ଦେଇ ସେମାନଙ୍କ ଆଗାମୀ କର୍ମ ମୟ ଜୀବନ ସୁଖମୟ ହେବାକୁ ସୁବାଶିଷ ପ୍ରଦାନ କରିଥିଲେ ଲେ। ଏହି କାର୍ଯ୍ୟକ୍ରମ ରେ ତାରିଣୀ ସେନାପତି ମନୋଜ ମିଶ୍ର, ବଦ୍ରୀନାଥ ପାତ୍ର, ଅରବିନ୍ଦ ପାତ୍ର, ସୁରେଶ ବିଷୋୟୀ,ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମୋହଉତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ 

ଆଦିବାସୀ ଙ୍କ ପ୍ରସିଦ୍ଧ ବୁଢାଦେଓ ମହୋତ୍ସବ ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଆଦିବାସୀ ଙ୍କ ମହାନ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ 

masiha

ବାୟୋବୃଦ୍ଧ ପୁରୋହିତ ରାମଚନ୍ଦ୍ର ଦାସ ଙ୍କର ପରଲୋକ

masiha

Leave a Comment

error: Content is protected !!