ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ରାଜ୍ୟ ଯୋଗଣ ସହାୟକ ସଂଘ କୁ ପହଞ୍ଚିଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି 

୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ରାଜ୍ୟ ଯୋଗଣ ସହାୟକ ସଂଘ କୁ ପହଞ୍ଚିଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି 

ଭୁବନେଶ୍ବର;୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ଆନ୍ଦୋଳନରତ ରାଜ୍ୟ ଯୋଗଣ ସହାୟକ ସଂଘର କର୍ମଚାରୀଙ୍କୁ ସମର୍ଥନ ଜଣାଇବା ପାଇଁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର । ଦୀର୍ଘ ବର୍ଷ ଧରି ମାସିକ ୮ ହଜାର ଟଙ୍କା ଦରମାରେ କାମ କରୁଥିବା ଯୋଗାଣ ସହାୟକ କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ରାଜ୍ୟ ସରକାର ଏଥିନେଇ ସହୃଦୟତା ପ୍ରକଟ କରୁ ନଥିବାରୁ ଶ୍ରୀ ମହାପାତ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ସମସ୍ତ ୧୧ ଦଫା ଦାବି ପୂରଣ ହେବାଯାଏ ଆମ୍ ଆଦମୀ ପାର୍ଟି ଦୃଢ଼ ଭାବେ କର୍ମଚାରୀ ସଂଘର କର୍ମଚାରୀଙ୍କ ଆନ୍ଦୋଳନକୁ ସହଯୋଗ କରିବ ବୋଲି ନିର୍ଭର ପ୍ରତିଶୃତି ଦେବା ସହ ଯଥାଶୀଘ୍ର କର୍ମଚାରୀ ମାନଙ୍କର ସମସ୍ତ ଦାବୀ ପୂରଣ କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଗଣତନ୍ତ୍ର ବଞ୍ଚାଅ ଦେଶ ବଞ୍ଚlଅ , ଫାସିବାଦ ହଟାଅ ଦେଶ ବଞ୍ଚାଅ , ଶହିଦ ମାନକଂ ସ୍ୱପ୍ନର ଭାରତ       

Sunil Chandra Nayak

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ବଳାତ୍କାର ଘଟଣା  ନେଇ ରାଇରଙ୍ଗପୁରରେ ଯୁବ ବିଜେପି ମୋର୍ଚା ତରଫରୁ ରାହୁଲ ଗାନ୍ଧୀ ଏବଂ ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

ବିଜେପି ର ମିଶ୍ରଣ ପର୍ବ                   

masiha

Leave a Comment

error: Content is protected !!