ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୋନ୍ କରି ଦେବା ବାହାନାରେ ୩ ଦାମୀ ମୋବାଇଲ୍ ଧରି ଠକ ଚମ୍ପଟ 

ଲୋନ୍ କରି ଦେବା ବାହାନାରେ ୩ ଦାମୀ ମୋବାଇଲ୍ ଧରି ଠକ ଚମ୍ପଟ 

ନୂଆପଡା,(ସୁଜିତ କୁମାର ପ୍ରଧାନ )ମହିଳାମାନଙ୍କୁ ଏକ ଫାଇନାନ୍ସ କମ୍ପାନୀରୁ ଲୋନ୍ କରି ଦେବା ପାଇଁ ନୂଆପଡ଼ା ଜିଲ୍ଲା କୋମନାକୁ ଜଣେ ବ୍ୟକ୍ତି ଆସି ଥିଲେ l ୭୫ ହଜାରରୁ ୧ ଲକ୍ଷ ଟଙ୍କା ଲୋନ୍ କରି ଦେବା ପାଇଁ ମୋବାଇଲ ମାଗିଲା l ଓଟିପି ଯିବ ବୋଲି କହିଲା l ପରେ ସେ କିଛି ଦୋକାନର ଫୋଟୋ ଉଠାଇ ୩ ଜଣ ମହିଳା ଲକ୍ଷ୍ମୀ ରାଉତ,ସଙ୍ଗୀତା ବର୍ଗେ ଓ ମୀନା ବିଶିଙ୍କ ୩ ଗୋଟି ଦାମୀ ମୋବାଇଲ୍ ଧରି ଠକ ଚମ୍ପଟ୍ ମାରିଛି l ନୂଆପଡ଼ା ଜିଲ୍ଲା କୋମନା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

Related posts

ନୂଆପଡା ଜିଲ୍ଲା ପୋଲିସ କୁ ବଡ଼ ସଫଳତା, ସ୍ୱର୍ଣ୍ଣ ଲକ୍ଷ୍ମୀ ସୁନା ଗହଣା ଦୋକାନ ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ, ତିନି ଅଭିଯୁକ୍ତ ଗିରଫ ୭ ଲକ୍ଷ ରୁ ଉର୍ଦ୍ଧ ପାଞ୍ଚ ଗୋଟି ସୁନା ଚେନ ଉଦ୍ଧାର

ଦିନ ଦ୍ୱିପ୍ରହରରେ ଲୁଟ୍‌:କଳା ପଲସର ଆତଙ୍କ:ବ୍ୟବସାୟୀ ଙ୍କ ଠାରୁ ୧୭ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Sunil Chandra Nayak

ରୂପସା ଷ୍ଟେସନରୁ ମୋବାଇଲ ଲୁଟେରା ଗିରଫ୍ 

masiha

Leave a Comment

error: Content is protected !!