ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନରେନ୍ଦ୍ର ମୋଦୀ ସେବା ସଂକଳ୍ପ ତରଫରୁ ପ୍ରସାଦ ବିତରଣ

ନରେନ୍ଦ୍ର ମୋଦୀ ସେବା ସଂକଳ୍ପ ତରଫରୁ ପ୍ରସାଦ ବିତରଣ 

ରାଉରକେଲା: ଶ୍ରୀଗୁଣ୍ଡିଚା ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀ ମାନଙ୍କୁ ନରେନ୍ଦ୍ର ମୋଦୀ ସେବା ସଂକଳ୍ପ ତରଫରୁ ପ୍ରସାଦ ବିତରଣ କରାଯାଉଛି। ଏହା ଆସନ୍ତା ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ ନେତୃତ୍ବରେ ଏହି ସେବା କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ମିଶ୍ର, ସନ୍ତୋଷ ବିରାଟ, ମନୋଜ କୁମାର ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ପ୍ରଶାନ୍ତ ନାୟକ, ଅକ୍ଷୟ ଦାସ,ଅଜୟ କଂସାରୀ, ଶିଶିର ସେଠୀ, ଅଶ୍ବିନୀ ବେହେରା, ପ୍ରଭାତ ସାମଲ,ଗୈ।ତମ ବାଡା, ଲୀନା ବିଶ୍ବାଳ, ଭବାନୀ ମହାପାତ୍ର, ମୀନାକ୍ଷୀ ପାଢ଼ୀ, ଜଗନ୍ନାଥ ରାଉତ,ପ୍ରତାପ ଦେଓ, ସଞ୍ଜୟ ସାହୁ,ଆଲୋକ ନାୟକ, ଶ୍ରୀକାନ୍ତ ପାଢ଼ୀ, ସାଇ ଶୁଭେନ୍ଦୁ,ପ୍ରତିମା ରାଉତ,ବାବୁଲା ରାଉତ,ସୁଶୀଲ ସେଠୀ, ପ୍ରମୋଦ ପାଢ଼ୀ ଙ୍କ ସମେତ ଏହି ଅନୁଷ୍ଠାନର ସମସ୍ତ ସଦସ୍ୟ ଗଣ ସକ୍ରିୟ ସହଯୋଗ କରୁଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଭୁର୍ଷାଗୁଡା ମତଦାନ କେନ୍ଦ୍ର ପାଇଁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଭୁର୍ଷାଗୁଡା ଗ୍ରାମବାସୀ

masiha

Meet the most Dynamic & Friendly police officer P.K Sahoo.

masiha

Leave a Comment

error: Content is protected !!