ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଥାନାରେ ନୂତନ ସହ ନିରୀକ୍ଷକଙ୍କ ଯୋଗଦାନ

ଡାବୁଗାଁ ଥାନାରେ ନୂତନ ସହ ନିରୀକ୍ଷକଙ୍କ ଯୋଗଦାନ 

ନବରଙ୍ଗପୁର:(୨୨|୭)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଆଜି ନୂତନ ଭାବେ ସହ ନିରୀକ୍ଷକ ମହେଶ୍ଵର ବୁଡୁ ବାଡେ ଯୋଗଦାନ କରିଛନ୍ତି l ସେ ପୂର୍ବରୁ ଖାତିଗୁଡା ଥାନାରେ ଦୀର୍ଘ ୩ ବର୍ଷ ୫ ମାସ ରହି ସୁଚାରୁରୂପେ କାର୍ଯ୍ୟ ତୁଲାଇ ଆସୁ ଥିଲେ l ସେ ବଦଳି ହୋଇ ଡାବୁଗାଁ ଥାନାରେ ଯୋଗଦାନ କରିଛନ୍ତି l ସେ ସମସ୍ତ ଅଧିକାରୀ କର୍ମଚାରୀଙ୍କ ସହଯୋଗ କାମନା କରିଛନ୍ତି, ଯେପରି ଡାବୁଗାଁ ଥାନା ଅଞ୍ଚଳରେ ଚୋରି, ଡକାୟତି, ଅନ୍ୟାୟ ଅନୀତି ରୋକା ଯାଇପାରିବ, ସେଥିପ୍ରତି ଅଗ୍ରାଧିକାର ଦେବାକୁ ସୂଚନା ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୋଲରେ ବାଡ଼ ନ ଥିବାରୁ ଅନେକ ଦୁର୍ଘଟଣା , ଦୁଇ ମାସରେ ତିନି ଦୁର୍ଘଟଣା ଜଣେ ମୃତ , ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ହଁ କହି ଚୁପ 

Sunil Chandra Nayak

ପୁରୁଷୋତ୍ତମପୁର ବ୍ଲକ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!