ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଥାନାରେ ନୂତନ ସହ ନିରୀକ୍ଷକଙ୍କ ଯୋଗଦାନ

ଡାବୁଗାଁ ଥାନାରେ ନୂତନ ସହ ନିରୀକ୍ଷକଙ୍କ ଯୋଗଦାନ 

ନବରଙ୍ଗପୁର:(୨୨|୭)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଆଜି ନୂତନ ଭାବେ ସହ ନିରୀକ୍ଷକ ମହେଶ୍ଵର ବୁଡୁ ବାଡେ ଯୋଗଦାନ କରିଛନ୍ତି l ସେ ପୂର୍ବରୁ ଖାତିଗୁଡା ଥାନାରେ ଦୀର୍ଘ ୩ ବର୍ଷ ୫ ମାସ ରହି ସୁଚାରୁରୂପେ କାର୍ଯ୍ୟ ତୁଲାଇ ଆସୁ ଥିଲେ l ସେ ବଦଳି ହୋଇ ଡାବୁଗାଁ ଥାନାରେ ଯୋଗଦାନ କରିଛନ୍ତି l ସେ ସମସ୍ତ ଅଧିକାରୀ କର୍ମଚାରୀଙ୍କ ସହଯୋଗ କାମନା କରିଛନ୍ତି, ଯେପରି ଡାବୁଗାଁ ଥାନା ଅଞ୍ଚଳରେ ଚୋରି, ଡକାୟତି, ଅନ୍ୟାୟ ଅନୀତି ରୋକା ଯାଇପାରିବ, ସେଥିପ୍ରତି ଅଗ୍ରାଧିକାର ଦେବାକୁ ସୂଚନା ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନର ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଡାକ୍ତର ସଦାନନ୍ଦ ପାଣିଗ୍ରାହି ଙ୍କୁ ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ

Sunil Chandra Nayak

ନେପାଳ, ଆସାମ ରୁ ସାନ୍ତାଳୀ ଓ୍ବିକିପିଡିଆ ପାଇଁ ତଥ୍ୟ ସଂଗ୍ରହ କରିବାକୁ ପହଞ୍ଚିଲେ ୫’ ଜଣିଆ ଦଳ

Sunil Chandra Nayak

Leave a Comment

error: Content is protected !!