ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସମ୍ବର୍ଦ୍ଧିତ 

ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସମ୍ବର୍ଦ୍ଧିତ 

ଢେଙ୍କାନାଳ: ତା.୩୦.୦୭.୨୦୨୬ ରିଖ : ନିକଟରେ ବାହୁଡ଼ାଯାତ୍ରା ଭଜନ ସମାରୋହ ସନ୍ଧ୍ୟାରେ ଉଫୁନାର ସଭାପତି,ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକଙ୍କୁ ବାହୁଡ଼ାଯାତ୍ରା ଭଜନ ସମାରୋହ ସର୍ବପ୍ରଥମ କମିଟିର ସର୍ବ ପୁରାତନ ନିରବଚ୍ଛିନ୍ନ ସଦସ୍ୟ ଭାବରେ ଦୀର୍ଘ ବର୍ଷଧରି ଜଡ଼ିତ ରହି ସନ୍ତୋଷଜନକ ସେବା କାର୍ଯ୍ୟ କରିଥିବାରୁ ସଭା ମଞ୍ଚରେ ପ୍ରାକ୍ତନ ଢେଙ୍କାନାଳ ସଦର ବିଧାୟକ ସୁଧିର ସାମଲ ପୁଷ୍ପଗୁଚ୍ଛ,ଉତ୍ତରୀୟ,ଉପଢୌକନ ଓ ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି।ଏହି ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ରତନ ନାୟାରଙ୍କ ପୌରୋହିତ୍ୟରେ,ସାମ୍ବାଦିକ ଦେବାଶିଷ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଢେଙ୍କାନାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଢେଙ୍କାନାଳ ଜିଲ୍ଲା ବାର୍ ଆସୋସିଏସନ୍ ର ସଭାପତି ଆଡ୍ ଭୋକେଟ୍ ଗୋପାଳ ପାତ୍ର, କମିଟିର ସାଧାରଣ ସଂପାଦକ ବିଶ୍ୱନାଥ ବେହେରା ପ୍ରମୁଖ କମିଟିର ସମସ୍ତ ସଦସ୍ୟା,ସଦସ୍ୟଗଣ ଓ ସହସ୍ରାଧିକ ଜନସାଧାରଣ ଉପସ୍ଥିତ ଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

Sunil Chandra Nayak

୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଡିଜିପି ପୁରସ୍କାର ରେ ସମ୍ମାନିତ 

masiha

ବର୍ଷା ଅସରାଏ ରେ ଧର୍ମଗଡ ଏସ ଟି ସ୍କୁଲ ଛକର ହାଲ ବେହାଲ

Sunil Chandra Nayak

Leave a Comment

error: Content is protected !!