ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକବି ବିଶ୍ୱଜିତ୍ ଙ୍କୁ ସନ୍ଥ ଭୀମଭୋଇ ସାହିତ୍ୟ ସମ୍ମାନ

ହାଟଡ଼ିହୀ ବ୍ଲକ୍ ଇଞ୍ଚୋଳ ଗ୍ରାମ ର ପିତା – ପିତାମ୍ବର ରାଉତ, ମାତା – ମନୋରମା ରାଉତ ଙ୍କ ର ଏକ ମାତ୍ର ପୁତ୍ର ସନ୍ତାନ ଯୁବ କବି, ଗାଳ୍ପିକ ବିଶ୍ୱଜିତ୍ ରାଉତ ଙ୍କୁ ସନ୍ଥ ଭୀମ ଭୋଇ ସାହିତ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଛି । ଭୀମ ଭୋଇ ସାହିତ୍ୟ ପରିଷଦ ପକ୍ଷରୁ କଟକ ଜିଲ୍ଲାର ସାରଳା ଭବନ ଠାରେ ଅନୁଷ୍ଠିତ ରାଜ୍ୟ ସ୍ଥରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ରେ ଅନୁଷ୍ଠାନ ର ରାଜ୍ୟ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ ,ରାଜ୍ୟ ସଭାପତି ଗାୟତ୍ରୀ ସିଂହ ପ୍ରମୁଖ ଯୋଗ ଦାନ କରି ଥିଲେ…।

ମୁଁ ଆଜି ଯଦି ଏଇ ସ୍ଥାନ ରେ ପହଞ୍ଚି ପାରିଛି କେବଳ ମୋ ବୋଉ, ବାପା ଏବଂ ମୋର ଗୁରୁ ରଘୁ ସାର୍ ଙ୍କ ପାଇଁ ଓ ମୋ ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ପାଇଁ, ଯାହାଙ୍କ ପାଇଁ ମୁଁ ଆଜି ଏହି ସ୍ଥାନ ରେ ପହଞ୍ଚିପାରିଛି.!ମୋ ହୃଦୟ ର ନିବୃତ କୋଣରୁ ମୁଁ ସମସ୍ତ ଙ୍କୁ ପ୍ରଣାମ ଓ କୃତଜ୍ଞତା ଜଣାଉଛି ।

Related posts

କବିତା – ଜ୍ଞାନ ମାନ ସ୍ଥାନ

Sunil Chandra Nayak

ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲା

Sunil Chandra Nayak

କବିତା – ଶସ୍ତା ନୁହେଁ ଏ ଜୀବନ

Sunil Chandra Nayak

Leave a Comment

error: Content is protected !!