ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଗଠନ ଆନୁକୂଲ୍ୟରେ ରେ ସମ୍ବର୍ଦ୍ଧନା ସଭl 

ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଗଠନ ଆନୁକୂଲ୍ୟରେ ରେ ସମ୍ବର୍ଦ୍ଧନା ସଭl 

ଜୁନାଗଡ଼ ୯/୮(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଦିନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଗଠନ ଦ୍ୱାରା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ହେମସାଗର ମହାନନ୍ଦ, ଅତିରିକ୍ତ ଶିକ୍ଷା ଅଧିକାରୀ, କଳାହାଣ୍ଡି ଜିଲ୍ଲା ଯୋଗ ଦେଇଥିବା ବେଳେ ସଭାପତି ଭାବରେ ନେପାଳ ବାଗ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼,ସମ୍ପାଦକ ବିଜୟ କୁମାର ପାଢ଼ୀ, ପ୍ରଧାନ ଶିକ୍ଷକ, କୁଳିହାରୀ ଉଚ୍ଚ ବିଦ୍ୟାଳୟ,,ସଂମାନନୀୟ ଅତିଥି ଭାବରେ ମନରଞ୍ଜନ ପାଣିଗ୍ରାହୀ ଶିକ୍ଷାବିତ, ପ୍ରଶାନ୍ତ ନନ୍ଦ, ସଂଯୋଜନା, ଉଚ୍ଚ ବିଦ୍ୟାଳୟ ବିବରଣୀ ପାଠ କରିଥିଲେ ସଙ୍ଘ ର ସମ୍ପାଦକ ବିଜୟ କୁମାର ପାଢ଼ୀ l 

ମଞ୍ଚ ପିରିଚାଳନା, ସୁବାସ ନାୟକ ପ୍ରଧାନ ଶିକ୍ଷକ, ଉଚ୍ଚ ବିଦ୍ୟାଳୟ ବଳଦିଆମାଳ ଓ ସୁଶାନ୍ତ କୁମାର ଦୀପ, ପ୍ରଧାନ ଶିକ୍ଷକ, ଉଚ୍ଚ ବିଦ୍ୟାଳୟ, ମଥୁରା l ଜୁନାଗଡ଼ ବ୍ଲକ ର ୧୫ଗୋଟି ଉଚ୍ଚ ବିଦ୍ୟାଳୟ ରେ ୧୩ ଜଣ (ଗଣ ଶିକ୍ଷା ବିଭାଗ, ଓଡିଶା ସରକାର) ଓ ୨ଜଣ( ଅନୁସୂଚିତ ଜାତି ଜନଜାତି ବିଭାଗ) ର ଉଚ୍ଚ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷକ ପଦନ୍ଵତୀ ପାଇଥିବା ବରିଷ୍ଠ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ପ୍ରାରମ୍ଭିକ ସଂଗୀତ.. ବିଷ୍ନୁପ୍ରିୟା ଉଚ୍ଚ ବିଦ୍ୟାଳୟ, ହାବସପୁର,ଜଗଦୀଶ ସାହୁ, ପ୍ରଧାନ ଶିକ୍ଷକ,ଉଚ୍ଚ ବିଦ୍ୟାଳୟ, ଚାହାରବାହାଲ, ନୂତନ ପ୍ରଧାନଶିକ୍ଷକ ଅନୁଭୂତି ମତବ୍ୟକ୍ତ ପ୍ରଦାନ କରିଥିଲେ ମଳୟ ମୁଣ୍ଡ, ଗିରିଜା ସାହୁ, ଶକ୍ତି ମେହେର ଓ ଶାନ୍ତି ଦାସ l ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଚନ୍ଦ୍ର ହାସ୍ୟ ମେହେର, ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟ, ବାଣିଜରା l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜନଜାତି ସାଂସ୍କୃତିକ ଭବନ ର ଭୁମୀ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୫ ଜଣ ଅନାଥ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲେ ସମାଜ ସେବୀ ଶଙ୍କର ସାଉନ୍ତା 

masiha

ଟାଙ୍ଗରା ହେବା କୁ ବସିଲାଣି କୋଷାଗୁମୁଡା ଛେଳିପଦର ସରଂକ୍ଷିତ ଜଙ୍ଗଲ,ତଥାପି ବନବିଭାଗ ନୀରବ ଦ୍ରଷ୍ଟା

Sunil Chandra Nayak

Leave a Comment

error: Content is protected !!