ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ 

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ 

କେସିଙ୍ଗା ତା. ୧୫/୮ :- ସଚେତନ ନାଗରିକ ମଞ୍ଚ କେସିଙ୍ଗା ସଂଗଠନ ନିଜ କାର୍ଯ୍ୟାଳୟ ପରିସରରେ ଆଜି ୮୦ ତମ ସ୍ୱାଧୀନତା ଦିବସ ପାଳନ କରିଛି l ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ବନଛୋର ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ l ସଭାପତି ମହୋଦୟ ନିଜର ଅଭିଭାଷଣରେ ସ୍ୱାଧୀନତା ଆନ୍ଦୋଳନର ମହାନ ସ୍ୱାଧୀନତା ସଂଗ୍ରାମୀଗଣଙ୍କ ସ୍ମୃତିଚାରଣ କରିସାରିବା ପରେ ସଂଗଠନ ଦ୍ୱାରା କିପରି କେସିଙ୍ଗା ଅଞ୍ଚଳବାସୀଙ୍କ ଉନ୍ନତିରେ ଏକ ମାଇଲ ଖୁଣ୍ଟ ହୋଇପାରିବ ଏବଂ ଚତୁଃକୋଣୀ ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ସେସମସ୍ତ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଶ୍ରୀମତୀ ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ, ରଘୁରାଜ ସିଂହ ସାଧାରଣ ସମ୍ପାଦକ ଟିକେମନ ଦୀପ ଉପଦେଷ୍ଟା ଜାକିର ହୁସେନ, ପ୍ରଶାନ୍ତ ବାନାର୍ଜୀ, ଶ୍ରୀନିବାସ ନାଇଡ଼ୁ ସଂଗଠନ ମେଡ଼ିଆ ସେଲ ମୁଖ୍ୟ ଦୟାନିଧି ସୁନାନୀ, ମହମ୍ମଦ ଆଗାଜାନ ସହ କୋଷାଧକ୍ଷ ଚମ୍ପକ ସାହା କାର୍ଯ୍ୟକାରୀ ସଦସ୍ୟ ନୀଳ ମହଲା, ରିଷଭ ଜୈନ, ରଞ୍ଜନ ବେହେରା,ଶେଷଦେବ ମାଝୀ, ଅନିଲ ଜୈନ, ବଂଶୀପାଣି ସାହା, ରମେଶ ପ୍ରଧାନ ପ୍ରମୁଖ କର୍ମକର୍ତ୍ତାଗଣ ଏହି ପାଳନ ଉତ୍ସବରେ ସଂଗଠନ ମିଡ଼ିଆ ସେଲ ଦୟାନିଧି ସୁନାନୀ ଉପସ୍ଥିତ ରହିଥିଲେ ।

ଅର୍ଜ୍ଜୁନ ପୋଢ ଙ୍କ ରିପୋର୍ଟ୍ 

Related posts

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସ ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

ଟାଟା ମେଜିକ ସହିତ ବାଇକ ଧୋକ୍କା ରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର

masiha

ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!