ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁରୁଗୁଡା ଆମ୍ବେଦକର କ୍ଲବରେ ସ୍ୱାଧୀନତା ଦିବସ ପାଳନ

କୁରୁଗୁଡା ଆମ୍ବେଦକର କ୍ଲବରେ ସ୍ୱାଧୀନତା ଦିବସ ପାଳନ

କୁରୁଗୁଡା ଆମ୍ବେଦକର କ୍ଲବ ର ପ୍ରଥମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି ଆଜିକାର ମୁଖ୍ୟ ଅତିଥି ଆଇନଜୀବୀ ଚିତ୍ତରଞ୍ଜନ ନିଆଲ ସନମାନିତା ଅତିଥି ପରମେଶ୍ୱର ମୋଟଲ ଭଈରୀଗୁଡା ଗ୍ରାମ ପଂଚାୟତର ସମିତି ସଭ୍ୟ ଜବର ସିଂ ତାଣ୍ଡି ଆମ୍ବେଦକର କ୍ଲବ ର ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ କୁମାର ମଣି ଦୁର୍ଗା କ୍ଲବ ର ସଭାପତି ଅଜୟ କୁମାର ବାଗ ସାଧାରଣ ସମ୍ପାଦକ ଲିଲୁ କନ୍ଦପପାନ କୋଷ ଦକ୍ଷ ମାଧବ ମହାନନନ୍ଦା ସାହସମ୍ପାଦକ ତ୍ରିଥ ସୁନାନୀ କ୍ଲବ ର ସଭ୍ୟା ବୃନ୍ଦ ଭାଗିରଥି କନ୍ଦପପାନ ଅଲେଖ ସୁନାନୀ ବିଦେଶୀ ଦୁର୍ଗା ସଚ୍ଚିତନାଦ ଦୁର୍ଗା ବିଶାଳ କାନ୍ଦପାନ ଭଗବାନ ବେହେରା ଦେବାନନ୍ଦ ବେହେରା ସଞ୍ଜୟ କନ୍ଦପାନ ପ୍ରଶାନ୍ତ କନ୍ଦପାନ ଓଁପ୍ରକାଶ ଠାକୁର ଭିକାରି ଠାକୁର କମଳ ସୁନାନୀ ଟୁନା ଦୁର୍ଗା ଖଗେଶ୍ୱର ରଣା ଭବିଷ୍ୟତ ଢଙ୍ଗଡ଼ାମାଝୀ ଗପିନାଥ ଠାକୁର ଖଗେଶ୍ୱର ଠାକୁର ହର୍ଷିଥ କନ୍ଦପାନ ଦେବ ଠାକୁର ବିକାଶ କନ୍ଦପାନ ହରେଶ କନ୍ଦପାନ ପାର୍ଥବବେହେରା ଧାର୍ମିକ କନ୍ଦପାନ ନାରାୟଣ ମାଝୀ ,ପ୍ରଭାସ କନ୍ଦପାନ ,ଜଗନ ମାଝୀ ମୁକେଶ ବାଗ ବିକି ମାଝୀ ରୁପେଶ ନିଆଲ ଗଜା ନନ୍ଦ ହିତ ମାଝୀ ଲଳିତ କନ୍ଦପାନ ପ୍ରେମ ଢଙ୍ଗଡ଼ାମାଝୀ ରାମାନୁଜନ ବେହେରା ବିକି ତାଣ୍ଡି ପ୍ରମୁଖ ଉପସ୍ଥିତ ଲେ ମୁଖ୍ୟ ଆତିଥି ଶ୍ରୀ ନିଆଲ ପତାକା ଉତୋଳନ କରିଥିଲେ ଏହି ଅବସରରେ କୁଗୁଗୁଡା ୟୁପିସ୍କୁଲ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷକ ଗିରିଧାରୀ ପାଣିଗ୍ରାହୀ ସୁବାସଚନ୍ଦ୍ର କନ୍ଦପାନ ଯୋଗ ଦେଇଥିଲେ, କଳାହାଣ୍ଡି ରୁ (ସେବା ଛାତ୍ରୀଆ )

Related posts

ମିଶନ ଶକ୍ତି ମହିଳା କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ 

masiha

କଳାହାଣ୍ଡି: କୋକସରା ରେ ଖୋଲିବ ଅବକାରୀ ଥାନା, ରାଜ୍ୟ କ୍ୟାବିନେଟ ରେ ପ୍ରସ୍ତାବ ପାରିତ

masiha

ଜୋତା ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଧୂପ ଦେଲେ ବିଦ୍ୟାଳୟ ଗ୍ରନ୍ଥାଗାରିକ

Sunil Chandra Nayak

Leave a Comment

error: Content is protected !!