ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନର୍ଲା ସ୍ଥିତ ଚିପୁଲ ନଳା ଠାରେ ଭବାନୀପାଟଣା ବ୍ୟବସାୟୀ ଙ୍କ ଲକ୍ଷାଧିକ ଟଙ୍କା ଡ଼କାୟତି ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ 

ନର୍ଲା ସ୍ଥିତ ଚିପୁଲ ନଳା ଠାରେ ଭବାନୀପାଟଣା ବ୍ୟବସାୟୀ ଙ୍କ ଲକ୍ଷାଧିକ ଟଙ୍କା ଡ଼କାୟତି ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ 

(ନର୍ଲା )ଗତ ଅଗଷ୍ଟ 12 ତାରିଖ ବୁଧବାର ଦିନ ମଧ୍ୟାହ୍ନ 12 ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ଚିପୂଲ ନଳା ନିକଟରେ ଭବାନୀପାଟଣା ସହରର ଘନଶ୍ୟାମ ଅଗ୍ରୱାଲ ବ୍ୟବସାୟୀ ଙ୍କ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତ ଚୋର ମାନେ ଚୋରୀ କରିଥିବା ଘଟଣା କୁ ନେଇ ଉପେନ୍ଦ୍ର ରାଉତ ନାମକ ବ୍ୟକ୍ତି ନର୍ଲା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ପୋଲିସ କେଶ୍ ନମ୍ବର୍ -167/26 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ସି,ସି କେମେରା ଫୁଟେଜ୍ କୁ ଆଧାର କରି ପୋଲିସ୍ ଗତ 01/09/26 ରିଖ ମଙ୍ଗଳବାର ଦିନ ବିଭିନ୍ନ ଅଞ୍ଚଳରୁ ସାତ ଜଣ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଥଲା ତାଙ୍କ ଠାରୁ ଦୁଇଟି ଚାରି ଚକିଆ କାର ଓ ଦୁଇଟି ମୋଟର ସାଇକେଲ ସହିତ ତିନି ଲକ୍ଷ ସତାଅସି ହଜାର ଟଙ୍କା ଓ ସୁନା 7, 67ଗ୍ରାମ ଜବତ୍ କରିଥିଲା ଅଭିଯୁକ୍ତ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା 02/09/26 ରିଖ ବୁଧବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ନର୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ କୈବଲ୍ୟ ସେଠ୍ ସାମ୍ବାଦିକ ସମ୍ମିଳନୀ କରି ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ଅଭିଯୁକ୍ତ ମାନେ ହେଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

କୋକସରା ବ୍ଲକରେ ଯୌତୁକ ଲୋଭରେ ବୋହୁଙ୍କ ଦେହରେ ନିଆଁ ଲଗେଇଦେବା ଅଭିଯୋଗ

Sunil Chandra Nayak

Theft at Urban PHC Solved Within 24 Hours; Stolen Construction Equipment Recovered, One Arrested

Sunil Chandra Nayak

ଲୋନ ଦେବା ନାମରେ ଏକାଉଣ୍ଟ ଖୋଲି ଗ୍ରାହକଙ୍କ ଅଜଣାତରେ ଲକ୍ଷାଧିକ ଟଙ୍କାର କାରବାର | ଥାନାର ଦ୍ବାରସ୍ଥ ହେଲେ ଗ୍ରାହକ, ଆଇଟିର ନୋଟିସ ଆଶଙ୍କା ନେଇ ଆତଙ୍କିତ 

masiha

Leave a Comment

error: Content is protected !!