ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତହସିଲଦାର ଅଫିସ ସମ୍ମୁଖରେ ବିକ୍ଷୋଭ

ତହସିଲଦାର ଅଫିସ ସମ୍ମୁଖରେ ବିକ୍ଷୋଭ

ଆଜି ମଦନପୁର ରାମପୁର ଠାରେ ଭାରତର କମୁନିଷ୍ଟ ପାର୍ଟି ମାର୍କ୍ସ ବାଦୀ ତରଫରୁ ତହସିଲଦାର ଅଫିସ ସମ୍ମୁଖରେ MMDR amendment act 2026 କୁ ପ୍ରତ୍ୟାହାର ଓ ଦରଦାମ ବୃଦ୍ଧି କୁ ନିୟଂତ୍ରଣ କରିବା ଦାବିରେ ବିକ୍ଷୋଭ କରାଯାଇଥିଲା। ଜିଲ୍ଲା ସମ୍ପାଦକ ସାଥି ସତ୍ୟଜିତ ଚଟର୍ଜି, ଜିଲ୍ଲା କମିଟି ସଭ୍ୟ ସାଥି ଗଙ୍ଗାଧର ପ୍ରହରାଜ, ନରସିଂହ ଥପା, ଶତ୍ରୁଘନ ରଣା, ଦେବରାଜ ମାଝୀ, ବିନତା ରାଉତ ତଥା ସାଥି ଦେବଜୀତ ଚଟର୍ଜି, ପିତାମ୍ବର ହେର୍ଣ୍ଣା, ବିଶ୍ୱମ୍ଭର ଡୁଙ୍ଗରି। ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟ କମିଟି ସଭ୍ୟ ସାଥି ବିଶ୍ୱଜିତ ଚଟର୍ଜି ବକ୍ତ୍ୟବ ରଖିଥିଲେ।

ଦିଲ୍ଲୀପ ମିଶ୍ର ଙ୍କ ରିପୋର୍ଟ୍ 

Related posts

ବିଜେପି ଯୁବମୋର୍ଚ୍ଚା ର ବିଧାନ ସଭା ଘେରଉ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଦିବ୍ୟ ଝଡ କୁ ଡର, ରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି

masiha

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ହୋଇଛି ଆଲୋଚନା

Sunil Chandra Nayak

Leave a Comment

error: Content is protected !!